ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

ଜୟପୁର-୨୧.୦୪.୨୦୨୪ – SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଢିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା । ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ୱି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ନିଜ ଭୋଟ ମତଦାନ କରି ଜିଲ୍ଲା ଓ ଦେଶ ଗଠନରେ ଅଂଶଗ୍ରହଣ କରିବା” ବୋଲି ଉପସ୍ଥିତ ଜନସାଧାରଣ ଓ ଭଦ୍ରମଣ୍ଡଳୀଙ୍କୁ ବାର୍ତ୍ତା ଦେଇ ଥିଲେ ଓ ପରେ ସାଇକଲ ରାଲିରେ ଅଂଶଗ୍ରହଣ କରି ଥିବା ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ । ଏହି ରାଲିରେ ୨୨୨ ଜଣ ଅଂଶଗ୍ରହଣ କରି ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କୋରାପୁଟ ଶ୍ରୀ ବେଣୁଧର ସବର, ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡା, ଜିଲ୍ଲା ପରିଷଦ ଅଧିକାରୀ ଜୟପୁର-୨୧.୦୪.୨୦୨୪ – SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଢିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା । ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ୱି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ନିଜ ଭୋଟ ମତଦାନ କରି ଜିଲ୍ଲା ଓ ଦେଶ ଗଠନରେ ଅଂଶଗ୍ରହଣ କରିବା” ବୋଲି ଉପସ୍ଥିତ ଜନସାଧାରଣ ଓ ଭଦ୍ରମଣ୍ଡଳୀଙ୍କୁ ବାର୍ତ୍ତା ଦେଇ ଥିଲେ ଓ ପରେ ସାଇକଲ ରାଲିରେ ଅଂଶଗ୍ରହଣ କରି ଥିବା ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ । ଏହି ରାଲିରେ ୨୨୨ ଜଣ ଅଂଶଗ୍ରହଣ କରି ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କୋରାପୁଟ ଶ୍ରୀ ବେଣୁଧର ସବର, ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡା, ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, , ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିଶା ଆଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।, କୋରାପୁଟ ହିମାଂଶୁ ଶତପଥୀ, , ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିଶା ଆଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ……. ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

masiha

ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ବିଦୂତ କାଟ

Sunil Chandra Nayak

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!