ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ 

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ 

ପାପଡାହାଣ୍ଡି,23/4, ମନିସ —ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ମାଝୀଗୁଡାସ୍ଥିତ ବାସଭବନରେ ଆଜି ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କଂଗ୍ରେସ ଓ ବିଜେପି ଦଳ ଛାଡି 100 ଜଣ ବିଜେଡିରେ ସାମିଲ ହୋଇଥିଲେ | ପାପଡାହାଣ୍ଡି ପଂଚାୟତ ବିଜେଡି ସଭାପତି ପୀତବାସ ଭତରାଙ୍କ ନେତୃତ୍ୱରେ ଜିତେନ୍ଦ୍ର ଗୌଡ଼ ସହ 100ଜଣ ବିଜେଡିରେ ସାମିଲ ହୋଇଥିଲେ | ଦଳ ତରଫରୁ ବିଧାୟକ ରନ୍ଧାରି ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ | ନବୀନ ପଟନାୟକଙ୍କ ସ୍ୱଚ୍ଛ ସା ଶାସନ ଓ ନୀତି ଆଦର୍ଶରେ ଏବଂ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରିଙ୍କ ଲୋକପ୍ରିୟତା ଦେଖି କର୍ମୀ ମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ୱପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀ

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଜେଡି ପରିବାର ପକ୍ଷରୁ ପ୍ରେସମିଟ

masiha

Leave a Comment

error: Content is protected !!