ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ଓ ଯୁବ ସମାଜସେବୀ ସଞ୍ଜୟ ନାୟକ 

ବିଜେପି ରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ଓ ଯୁବ ସମାଜସେବୀ ସଞ୍ଜୟ ନାୟକ 

ଭୁବନେଶ୍ୱର (ମ ସୀ ହା) ଆଧୁନିକ ଭାରତର ଯୁଗ ନିର୍ମାତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ବିକଶିତ ଭାରତ ନିର୍ମାଣ ରେ ସହଯୋଗ କରିବା ନେଇ ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧି ବଧ ଭାବେ ପାଞ୍ଚ ହଜାର ବରିଷ୍ଠ କର୍ମୀ,ସମର୍ଥକ ମାନଙ୍କୁ ହିନ୍ଦୋଳ ବିଧାୟିକା ସୀମାରାଣୀ ବିଜେପିରେ ସାମିଲ୍ ହେଲେ l ସୂଚନା ଯୋଗ୍ୟ ଯେ ସେ ଦଶ ବର୍ଷ ଧରି ବିଜୁ ଜନତା ଦଳରେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ତାଙ୍କୁ ଚଳିତ ବର୍ଷ ବିଜେଡି ଟିକେଟ ନ୍ ଦେଇ ମହେଶ ସାହୁ ଙ୍କୁ ଟିକେଟ ଦେବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରି ଗତ କାଲି ଇସ୍ତପାପତ୍ର ଦେଇଥିଲେ ଏବଂ ଆଜି ବିଜେପି ରେ ସାମିଲ୍ ହେଲେ l

ସେଇପରି ଯୁବ ସମାଜସେବୀ ସଞ୍ଜୟ ନାୟକ ମଧ୍ୟ ହଜାରହଜାର ସମର୍ଥକ ମାନଙ୍କୁ ନେଇ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ,ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି , ସୁନିଲ୍ ଶର୍ମା ଓ ଦଳୀୟ ନେତୃବର୍ଗଙ୍କ ଉପସ୍ଥିତିରେ ଭାରତିୟ ଜନତା ପାର୍ଟିରେ ସାମିଲ୍ ହେଲେ l

ଅତଏବ ରାଜ୍ୟ ତଥା ହିନ୍ଦୋଳ ରାଜନୀତିରେ ବିଜେପି ଟିକେଟ ଏଥର ପରିବର୍ତନର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ଉଭୟ ମତ ପ୍ରକାଶ କରିଛନ୍ତି l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

masiha

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

Sunil Chandra Nayak

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି

masiha

Leave a Comment

error: Content is protected !!