ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

2024 ଓଡିଶା ବିଧାନସଭାର 139 ତମ ଆସନ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ 24 ତାରିଖ ଦିନ ବିଭିନ୍ନ ଦଳରୁ ତିନଜଣ ପ୍ରାର୍ଥି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି | ଏଥିମଧ୍ଯରୁ ବିଜେପି ପ୍ରାର୍ଥୀ ଜଗନ୍ନାଥ ନଣ୍ଡୃକା, ସିପିଆଇ ଏମ୍ଏଲ୍ ଲିବେରେସନ୍ ପକ୍ଷରୁ ପ୍ରାସ୍କା ରାମଚନ୍ଦ୍ର ଏହଂ ସ୍ବାଧିନ ପ୍ରାର୍ଥୀ ଭାବେ ନୀଳମାଧବ ଉଲ୍ଲକା ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି | 2024 ନିର୍ବାଚନ ନିମନ୍ତେ ଆଜି 24 ତାରିଖ ଦିନ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ଜଗନ୍ନାଥ ନୁଣ୍ଡୃକା ନିଜ ହଜାର ହଜାର ସମର୍ଥକଙ୍କ ସହ ସ୍ଥାନୀୟ ମଝିଘରିଆଣି ମନ୍ଦିର ଠୁ ବିରାଟ ଶୋଭାଯାତ୍ରାରେ ବାଜା, ନାଚ ଗୀତ ସହିତ ଜିଲ୍ଲାପାଳ ରାୟଗଡଙ୍କ କାର୍ଯ୍ଯାଳୟରେ ପହଂଚି ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରିଟନିଂ ଅଧିକାରୀଙ୍କୁ ତାଙ୍କର ଦୁଇଟି ନାମାଙ୍କ ପତ୍ର ଦାଖଲ କରିଛନ୍ତି ଏବଂ ଆଗକୁ ରଣନିତୀ ଜାରି ରଖିବାର ଜଣାପଡିଛି | ଶ୍ରୀ ନୁଣ୍ଡୃକା ଦୀର୍ଘ ବର୍ଷଧରି ବିଜେଡିରେ ରହି କର୍ମୀ ଭାବେ କାର୍ଯ୍ଯକରିଆସୁଥିଲେ ଏବଂ ଦଳରେ ରହି ଆଗକୁ ସକ୍ରୀୟ ରାଜନୀତିରେ ଅଂଶ ଗ୍ରହଣ କରିବେ ବୋଲି ତାଙ୍କର ଉଚ୍ଚ ଅଭିଳାସଥିଲା | ଥରେ ରାୟଗଡ ଜିଲ୍ଲା ଏସଡିସି ଅଧ୍ଯକ୍ଷ ରହିଥିଲେ ଏବଂ ମୁନିଗୁଡାରେ ତାଙ୍କ ରାଜନୈତିକ ପତିଆରା ବେସ୍ ଭଲରହିଥିଲେ ମଧ୍ଯ ଦଳ ତାଙ୍କୁ ଅଣଦେଖା କରିବାରୁ ବିଜେପିରେ ସାମିଲ ହୋଇଥିଲେ ଏବଂ ଚଳିତ ନିର୍ବାଚନରେ ବିଜେପି ତାଙ୍କ ପ୍ରତି ଭରସାଯୋଗ୍ଯ ହୋଇ ବିଷମକଟକ ବିଧାନସଭାର ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ମଇଦାନ ରେ ଉହ୍ଲାଇଛନ୍ତି | ଶ୍ରୀ ଜଗନ୍ନାଥ ନୁଣ୍ଡୃକା ଜଣେ ଦଳିୟ ସଂଗଠକ ହୋଇଥିବାରୁ ଚଳିତ ନିର୍ବାଚନରେ ବିଜୟ ଲାଭ କରିବା ନିଶ୍ଚିନ୍ତ ହୋଇପଡିଛନ୍ତି | ଜିଲ୍ଲାର ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦୋଳ ଯୋଗୁ ବିଷମକଟକ ନିର୍ବାଚନ ମଣ୍ଡଳି ରେ ବିଜେପି ର ଏକ ପ୍ରକାର ଜିତିବା ସୁନିଶ୍ଚିତ ବୋଲି ବିଧାୟକ ପ୍ରାଥୀ ନୁଦୃକା ମତ ପ୍ରକାଶ କରିଛନ୍ତି, ସେ ଆହୁରି କହିଛନ୍ତି ବିଜେଡି ର ଗୋଟି ଚାଳନା ଏକ ପ୍ରକାର ବୁମେରା ପାଲଟିଛି ତାଙ୍କ ଦଳ ପାଇଁ । ବିଜେଡି ଦୀର୍ଘ ବର୍ଷ ଶାସନ କାଳରେ ଏ ଅଞ୍ଚଳ ରେ ଜନସାଧାର , ନା ଗୋମନା ଗୋମନର ସୁବିଧା ନା ରାସ୍ତା, ଶିକ୍ଷା, ଚିକିତ୍ସା ଭଳି ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି, ଏହି ଅଞ୍ଚଳରେ ଆଜିବି ଗର୍ବବତୀ ମହିଳା ଖଟିଆ ରେ ବୁହା ହେଉଥିବା ଦୂର୍ଷ୍ୟ ଦେଖିବାକୁ ମିଳେ, ତେଣୁ କରି ଏ ଅଞ୍ଚଳର ଲୋକଙ୍କ ମୋଦିଜୀ ଙ୍କ ପ୍ରତି ଭରସା ଓ ଡବଲ ଇଂଜିନ ର ସରକାର ଚାହୁଁଛନ୍ତି ଓ ମୋଦିଜୀଙ୍କ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଭରସା ବଡ଼ିବାରେ ଲାଗିଛି ଏଥର ନିଶ୍ଚିତ ଭାବେ ପଦ୍ମ ର ଅସ୍ଥା ବଢିଛି ଓ ବିଜେପି ବିପୁଳ ପରିମାଣ ରେ ଜିତିବା ସୁନିଶ୍ଚିତ। ବୋଲି ନୁଁଦୃକା କହିଛନ୍ତି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରରେ ପ୍ରତିଷ୍ଟା ଦିବସ ପାଳନ ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ,ତତ୍ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା ଦେଲେ ବିଜେଡି କର୍ମୀ

Sunil Chandra Nayak

ସରକାରୀ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି,ଆଜି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର 

masiha

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort