ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରିରେ ସାମ୍ବାଦିକଙ୍କୁ ନିର୍ଯ୍ୟାତନାକୁ ଜାନର ନିନ୍ଦା

ନୂଆପଡା : ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସ ଜନୈକ ସାମ୍ବାଦିକଙ୍କୁ ନିର୍ଯ୍ୟାତନା ଦେବା ସହ ଗୋଡରେ କଡି ପକାଇବା ଘଟଣାକୁ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍ ନୂଆପଡା (ଜାନ୍) ତୀବ୍ର ନିନ୍ଦା କରିଛି । ଆଜି ବୋଡେନ ଠାରେ ଜାନର ଆବାହକ ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇ ଥିଲା । ବୈଠକରେ ଉକ୍ତ ଘଟଣାକୁ ନିନ୍ଦା କରିବା ସହ ପ୍ରତିବାଦ କରା ଯାଇ ଥିଲା । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୢଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୋଡେନ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ମାୟାଧର ସରାଫ,ରତନ କେତକି,ରାକେଶ ଶର୍ମା, ରବିକାନ୍ତ ଠେଲା, ବିମଳ ସିଂ ଦଳପତି, ସଞିବ କୁମାର ପାଣିଗ୍ରାହୀ,ସରୋଜ କୁମାର ଦାସ, ସୁଶାନ୍ତ ପାଣିଗ୍ରାହୀ,ରାହୁଳ ୟାଦବ, ଅଶ୍ବିନୀ କୁମାର ପାଣିଗ୍ରାହୀ, ଅବଧରାମ ସାହୁ,ଯୁଗଳ କିଶୋର ଚଲାନ, ସନ୍ତୋଶ କୁମାର ଦଣ୍ତସେନା,ଯୁଗେଶ୍ବର ସଗରିଆ,ଆଦିତ୍ୟ କୁମାର ମହାଉତି, ଦିଲ୍ଲୀପ କୁମାର ପଣ୍ତା, ବଂଶୀଧର ନାଗ, ଭୀଷ୍ମଦେବ ହେର୍ଣ୍ଣା, ନୀଳମଣି ପଣ୍ତା, ବିଶିକେଶନ ପଣ୍ତା, ମନୋଜ କୁମାର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ପାଇଁ ଦାବି କଲା ଆଲୁମିନାଇ କମିଟି 

Sunil Chandra Nayak

ପୌର ନିର୍ବାଚନ – ସାଂସଦ ଏନ୍ ଭାସ୍କର ରାଓ କଲେ ଡୋର ଟୁ ଡୋର ପ୍ରଚାର

Sunil Chandra Nayak

Leave a Comment

error: Content is protected !!