ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ସହରରେ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀଙ୍କ ରୋଡ଼ ସୋ ଓ ପଥପ୍ରାନ୍ତ ସଭା

ଧର୍ମଗଡ ସହରରେ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀଙ୍କ ରୋଡ଼ ସୋ ଓ ପଥପ୍ରାନ୍ତ ସଭା

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ରୋଡ଼ ସୋ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିବାକୁ ଲୋକ ସଭା ପ୍ରାର୍ଥୀନୀ ମାଲଵିକା ଦେଓ ଓ ଧର୍ମଗଡ ବିଧାନସଭା ନିର୍ବାଚନୀ ମଣ୍ଡଳୀ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଧର୍ମଗଡ଼ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ। ଏହି ରୋଡ଼ ସୋ ଓ ପଥପ୍ରାନ୍ତ ସଭା ରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ବରିଷ୍ଠ ନେତା ତଥା ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଧର୍ମଗଡ଼ ନଗର ପ୍ରଭାରୀ ଶିଶୁ ଦେଵ ମୁଣ୍ଡ, ସମାଜ ସେବୀ ଘନଶ୍ୟାମ ଅଗ୍ରୱାଲ, ଧର୍ମଗଡ଼ ନିର୍ବାଚନ ପ୍ରଭାରୀ ସତ୍ୟ ଵେହେରା ନିର୍ବାଚନ ସଂଯୋଜକ ମନିନ୍ଦ୍ର ଭୁଷଣ ପାତ୍ର ପୂର୍ବତନ ସରପଞ୍ଚ ମନିନ୍ଦ୍ର ନାଏକ ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ, କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ବଲାଙ୍ଗୀର ଜିଲ୍ଲାର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ, ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ, ପର୍ଲା ମଣ୍ଡଳ ସଭାପତି ପରାଶର ସା, ଖଇରପଦର ମଣ୍ଡଳ ପ୍ରଭାରୀ ଟିକେ ମଣି ସା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଳ, ସମେତ ଵହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେପି ଜୋନ କମିଟି ଗଠିତ, ତିରୁପତି ବର୍ଗେ, 26 ନମ୍ବର ଜୋନ ସଭାପତି 

masiha

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବିଜେଡିର ରଣ ହୁଙ୍କାର

Sunil Chandra Nayak

Leave a Comment

error: Content is protected !!