ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

କେନ୍ଦ୍ରାପଡ଼ା :-ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଗ୍ରାମପଞ୍ଚାୟତର ହ୍ରଦ ପଡିଆ ସ୍ଥିତ ଦଖ ଗ୍ରାମର ଧୂରୁବ ଯେନାଙ୍କ ପରିବାର ପାଖରେ ପହଂଚି ସହଯୋଗ କରିଛନ୍ତି । ଧୂରୁବ ଯେନା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ତାଙ୍କ ଧର୍ମ ପତ୍ନୀ ଦୀର୍ଘ 6 ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି।ଭାଗ୍ୟର ବିଳମ୍ବନା ଧୂରୁବ ଯେନା ଙ୍କ ଏକ ମାତ୍ର ପୁତ୍ର ସେ ମଧ୍ୟ ମାନସିକତା ବିକାରଗ୍ରସ୍ତ। ଏତେ ଦୁଃଖ ଯେ କହିଲେ ନ ସରେ ଏ ଦୁଃଖଦ ଖବର ସୋସିଆଲ ମିଡ଼ିଆ ଜରିଆରେ ଦେଖିଲା ପରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଏକ ମାସର ରାସନ ଏବଂ ଚିକିତ୍ସା ପାଇଁ କିଛି ଅର୍ଥ ସହଯୋଗ କରିଛନ୍ତି। ଆଦ୍ୟାଶା ଫାଉଣ୍ଡେସନର ସୁଶାନ୍ତ ପରିଡା, କାଶୀନାଥ ପଣ୍ଡା, ମନୋଜ କୁମାର ମଲ୍ଲିକ, ମନୋରଞ୍ଜନ ଯେନା, ଗୀତାଞ୍ଜଳି ରାଉତରାୟ, ଦୀପକ କୁମାର ଯେନା,ଦିବ୍ୟ ରଞ୍ଜନ ଯେନା,ସରୋଜ କୁମାର ମଲ୍ଲିକ,ସମ୍ବିତ ମଲ୍ଲିକ,ବିଭୂତି ଭୂଷଣ ସେଠି,ହିମାଂଶୁ ଶେଖର ପ୍ରଧାନ, ସୌରଭ ରାଉତରାୟ ସଦସ୍ୟମାନେ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

Sunil Chandra Nayak

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ରେ କଲୋପଳା ସରପଞ୍ଚ ଅଯୋଗ୍ୟ ଘୋଷିତ

masiha

Leave a Comment

error: Content is protected !!