ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା 

କଟକ : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂତନ କାର୍ଯ୍ୟାଳୟ ଓ ତାରିଣୀ ପୁସ୍ତକ ଭଣ୍ଡାର ତଥା ନିଶିଗନ୍ଧା ପାଠାଗାରର ଭୁବନେଶ୍ବର ରସୁଲଗଡ ଚକେଇସିଆଣୀ ଠାରେ ଶୁଭ ଉଦଘାଟନ ଅନୁଷ୍ଟିତ ହୋଇଯାଇଛି | ଉଦ୍ଘାଟନୀ ଉତ୍ସବ ଅବସରରେ ପଦ୍ମଶ୍ରୀ ଡ଼ଃ.ଦେବୀପ୍ରସନ୍ନ ପଟ୍ଟନାୟକଙ୍କ କରକମଳରେ ନୂତନ ଗୃହ ଉଦଘାଟନ କରାଯିବାସହ ଶଗଗନ ବିହାରୀ ସ୍ୱାଇଁ,ଜୟନ୍ତ କୁମାର ପାଣିଗ୍ରାହୀ,ଚକ୍ରଧର ତ୍ରିପାଠୀ, ମୁକ୍ତିକାନ୍ତ ବୈଶାଖୀ,ସ୍ବୀଟି ସାହୁ, ତାରିଣୀପ୍ରସାଦ ମହାନ୍ତି,ପ୍ରଫେସର ଧ୍ରୁବାନନ୍ଦ ବେହେରା,ଡ଼ଃ.ଅଭୟ କୁମାର ନାୟକ,ବିଷ୍ଣୁପ୍ରିୟା ପ୍ରତାପସିଂହ,ରଜତ କୁମାର ବାରିକ, ପ୍ରୀତିସ୍ମିତା ରାଉତ,ସସ୍ମିତା ପାହାଡ଼ସିଂ,ଲକ୍ଷ୍ମୀଧର ସାମନ୍ତରାୟ, ବଳରାମ ତରାଇ,ସସ୍ମିତା ତରାଇ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

masiha

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

masiha

Leave a Comment

error: Content is protected !!