ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

ମୟୂରଭଞ୍ଜ ତା :୨୦ /0 ୫ ରିଖ,( ମସିହା)ଚଳିତ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ତୁଳସୀଚଉରା ଦୁର୍ଗାପୂଜା ପଡିଆଠାରେ ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ଉଦେଶ୍ୟରେ ୫ ଟା ୱାର୍ଡ କୁ ନେଇ ଜୋନ ସ୍ତରୀୟ ବିଜୟ ସଭା ହଜାର ହଜାର ମହିଳାସମର୍ଥକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମଂଚାସୀନ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ପୂର୍ବ ସାଂସଦ ମମତା ମହାନ୍ତ, ଆଦିବାସୀ ଆଡ଼ଭାଇଜର ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ବାରିପଦା ନିର୍ବାଚନ ମଣ୍ଡଳୀ କୋଡିନେଟର ପ୍ରଭାତ କୁମାର ନାୟକ,ଜିଲ୍ଲା ମହିଳା ସଭନେତ୍ରୀ ଦୀପ୍ତିଲତା ମିଶ୍ର,ଦୁଇ ମହିଳା କୋଡିନେଟର ଶ୍ରାବଣୀ ଦାସ, ସବିତା ଦାସ, ଅନନ୍ତ ଦାସ, ବିବେକାନନ୍ଦ ନାୟକ, କୁମାର ମୁଖି, ତ୍ରିଲୋକେଶ ପଣ୍ଡା, ଶିବଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନ୍ୟମାନଙ୍କ ମଧରେ ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ସରୋଜ ଶତପଥୀ, ସନ୍ତୋଷ ପଟ୍ଟନାୟକ,ସମେତ ସମସ୍ତ କାଉଁନସିଲୋର, ଯୁବ, ଛାତ୍ର ଓ ମହିଳା କର୍ମୀ ସହଯୋଗ କରିଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିରରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ 

masiha

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉ

Sunil Chandra Nayak

ଗୋଳାମୁଣ୍ଡା ବିଡିଓ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!