ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

କଣ୍ଟାବାଞ୍ଜି,୧୪|୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧଳା ସାପ୍ତାହିକ ବଜାର ପରିସରରେ ବିଜୁ ଜନତା ଦଳ ର ଯୁବ ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ୱରେ ସିନ୍ଧେକେଲା ଜିଲ୍ଲା ପରିଷଦ ଜୋନ୍ ନଂ ୨୧ ର ସକ୍ରିୟ ବିଜୁ ଜନତା ଦଳ ସକ୍ରିୟ ସଦସ୍ୟ ଓ ବି।ଏଲ.ଏ ଙ୍କୁ ନେଇ ଏସ.ଆଇ.ଆର୍ ଏବଂ ସୋସିଆଲ ମିଡିଆ ଉପରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ଭବାନୀ ପ୍ରସାଦ ହୋତା ଯୋଗ ଦେଖିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡ଼ି ନେତ୍ରୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ବିଜେଡ଼ି ନେତା ହଂସରାଜ ଜୈନ,ଉଦ୍ଧବ ବେହେରା, ଆଶାଦୁଲା ଖାଁ, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ ଙ୍କ ସହ ଅନ୍ୟ ଦଳୀୟ ନେତା ମାନେ ମଞ୍ଚାସୀନ ଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ୨୦ ହଜାର ରୁ ଉର୍ଦ୍ଧ ଭୋଟର ନାଁ ଏସ.ଆଇ.ଆର ତାଳିକାକୁ କରିଥିବା ବେଳେ ତାହା ଠିକ୍ ଅଛି ନାଁ ଭୁଲ୍ ଅଛି ତାର ତଦନ୍ତ କରିବା ସହ ଆଉଁ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଅଛେ ସେଥିରେ ଲାଗି ଜନତା ଦଳ ସମର୍ଥିତ ପ୍ରାର୍ଥୀ କେତେମି ବିଜୟ ଲାଭ କରିବେ ସେହି ଦିଗ ରେ ତୃଣମୂଳ ସ୍ତରରେ କାମ କରିବା ସାଂଗେ ଆଗାମୀ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲ କୁ ଆଶିବ ସେଥି ପାଇଁ କାମ କରିବାକୁ ଶ୍ରୀ ମାଝି ଦଳୀୟ ନେତାଙ୍କୁ ଆହ୍ବାନ କରିଥିଲେ। ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଛାତ୍ର ସଭାପତି ପ୍ରେମିଶ ଚନ୍ଦ୍ର ବାଗ , ଦେଡଙ୍ଗା ପଞ୍ଚାୟତ ସରପଞ୍ଚ ଯୋଷିଆଲ ସେନାପତି , ବିଜେଡ଼ି ଯୁବ କାର୍ଯ୍ୟକର୍ତ୍ତା ବିରଞ୍ଚି ଜାଲ , ପୁର୍ବତନ ଜମଖୁଣ୍ଟା ସରପଞ୍ଚ ଗୋରେଖଲାଲ ମହାନନ୍ଦ , ଖଗେଶ୍ବର ବେହେରା ଗଣେଷ ଭୋଇ , ପୁର୍ବତନ ଗନ୍ଧର୍ଲା ସରପଞ୍ଚ ବେଣୁଧର ବେହେରା , ଦୁଲମଣି ନାଗ , ପୁର୍ବତନ ସିନ୍ଧେକେଲା ସମିତି ବିଶ୍ବମ୍ବର ସାହୁ , ପୁର୍ବତନ ଅର୍ଶତୁଲl ସମିତି ପରମାନନ୍ଦ ସାହୁ , ବିଜେଡ଼ି ବରିଷ୍ଟ ନେତା ତେଲୁ ରଣା , ଅମିତ ସାହୁ , କୃପା ଭୋଇ , ଭବାନୀ ନାଗ , ଫାଲ ସାହୁ , ଭାଗ୍ୟ ସାହୁ , ଇନ୍ଦ୍ରମଣି ସାହୁ , ଲବଣୀ ସାହୁ , ଦେବେନ୍ଦ୍ର ନାଗ , ସୁଜିତ ସରାଫ, ବିଘ୍ନରାଜ ମାଝୀ , ମିଥୁନ ତାଣ୍ଡି , ଗୌରାଙ୍ଗ ମହାନନ୍ଦ , କୈଳାଶ ତାଣ୍ଡି , ହେମନ୍ତ ବିଶ୍ବାଳ , ପୁର୍ବତନ ଚାନ୍ଦୋତରା ସମିତି କୁନ୍ତ ସାହୁ , ସତ୍ୟ ନାଏକ , ମୁକ୍ତଦାସ ସେନାପତି , ଦୈତାରି ଭୋଇ , ଦେବରାଜ ଯାଦବ , ବିଷ୍ଣୁ ପ୍ରସାଦ ଜୁଏଡ , ନବୀନ ଯୁଆଡି, ଠଣ ସୁନ୍ଦର ବେହେରା , ଦୀନବନ୍ଧୁ ବେହେରା , ଗୋପାଳ ମେହେର , ପବିତ୍ର ପୋଡ଼, ଦିଲୀପ ସାହୁ , ବରୁଣ ଲୁହା , ତପନ ଦୀପ ଖିରଧର ବେହେରା , ମୂଜାଫର ଖାନ , ଶୁଭମ ବେହେରା , ଦୁଷ୍ମନ୍ତ ବେହେରା , ଧନଞ୍ଜୟ ବେହେରା ଏବଂ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ସହ ସହ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

 

Related posts

ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ରାଇରଙ୍ଗପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

masiha

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

Sunil Chandra Nayak

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!