ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଛାଡି ବିଜେଡି ରେ ଯୋଗଦାନ

ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଛାଡି ବିଜେଡି ରେ ଯୋଗଦାନ

  ମୟୂରଭଞ୍ଜ -ତା : ୨୩ /0୫ / ରିଖ, ( ମସିହା )ଚାରିକୋଟି ଓଡ଼ିଆ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବାରିପଦା ସ୍ଥିତ ତକତପୁର ହୋଲି ପାଲେସ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ଉଭୟ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ଆମ ଓଡ଼ିଶା ନବୀନ ଓଡିଶା କୋଡିନେଟର ସୁନୀଲ ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ କୋଡିନେଟର ପ୍ରଭାତକୁମାର ନାୟକ, ଉପ ନଗର ପାଳ ସୀମା ଦାସ, ବଡ଼ସାହି କୋଡିନେଟର ପ୍ରଭାତ ମହାନ୍ତି, ଅନନ୍ତ ଦାସ ( ମାନୁ ) ଙ୍କ ଉପସ୍ଥିତିରେ ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନଙ୍କ ପ୍ରଚେଷ୍ଟା ରେ ବାରିପଦା ନିର୍ବାଚନ ମଣ୍ଡଳୀର ବଡ଼ସାହି ବ୍ଲକର ୯ ଗୋଟି ଗ୍ରାମପଂଚାୟତର ବିଜେପି ଯୁବ ନେତା ରୁଦ୍ରନାରାୟଣ ଦାସଙ୍କ ନେତୃତ୍ୱରେ ଗୁଡ଼ିଆଲବନ୍ଧ ଅଂଚଳର ଟାଣୁଆ ନେତା ଏକ୍ସ ସରପଞ୍ଚ ସନ୍ତୋଷ କୁମାର ସାହୁ ( ବାଲଟି ଭାଇ ),ବରିଷ୍ଠ ବିଜେପି ନେତା ଉତ୍ତମ୍ କୁମାର ମହାକୁଡ଼, ମଙ୍ଗଳଚରଣ ଦାସ, ପ୍ରଶାନ୍ତ ଦାସ, ରାମଚନ୍ଦ୍ର ସିଂ,ହରିହର ସିଂ, ବୃନ୍ଦାବନ ସିଂ, ପଲଟନ ଟୁଡୁ, ବୈଜୁନ ମାର୍ଣ୍ଡି, ସୁରେନ୍ଦ୍ର ସିଂ, ବାପି ସିଂ, ଶ୍ୟାମ ସିଂ, ସୁନାରାମ ଟୁଡୁ, ରଜେନ୍ଦ୍ର ମାର୍ଣ୍ଡି, ମାଧବ ଚନ୍ଦ୍ର ସିଂ, ଜାଗା ସିଂ, ଦେବାଶିଷ ବରାଳ, ପ୍ରତାପ ବରାଳ, ଲଛମାନ ସିଂ, ଅଜୟ ସିଂ ପ୍ରମୁଖ ସମେତ ତିରିଶରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

masiha

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

masiha

ବାଣପୁର ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!