ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ୍ ପରୀକ୍ଷାରେ ସଫଳ ହେଲେ ବିକାଶ କୁମାର

ନିଟ୍ ପରୀକ୍ଷାରେ ସଫଳ ହେଲେ ବିକାଶ କୁମାର

ବାଲେଶ୍ଵର,୦୫/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ନନ୍ଦୁର ଗ୍ରାମର ବିକାଶ ନାୟକ ନିଟ୍ ପରୀକ୍ଷାରେ ୬୮୫ ନମ୍ବର ରଖି ସଫଳତାର ସହିତ ପାସ୍ କରି ୬୮୪୩ ରେଙ୍କ୍ ରେ ଅଛନ୍ତି । ପିତା ଆନନ୍ଦ ନାୟକ ଓ ମାତା ମଞ୍ଜୁଲତା ନାୟକଙ୍କ ସୁପୁତ୍ର ଅଟନ୍ତି । ସେ ଜଣେ ସରଳ,ନିରୀହ,ମିଷ୍ଟଭାଷୀ, ମେଧାବୀ ଛାତ୍ର ଥିଲେ । ତାଙ୍କର ବହୁ ପରିଶ୍ରମର ଫଳ ପରିବାର, ଗ୍ରାମବାସୀ, ସାଙ୍ଗସାଥି ମାନଙ୍କୁ ଖୁସି କରିଛି । ଏ ସଫଳତାର ଶ୍ରେୟ ପିତାମାତାଙ୍କୁ ଦେଇଛନ୍ତି ବିକାଶ କୁମାର । ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ଯିବାର ଲକ୍ଷ୍ୟ ରଖିଛନ୍ତି ବୋଲି ବିକାଶ କୁମାର ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

masiha

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

masiha

Leave a Comment

error: Content is protected !!