ଦକ୍ଷ ଥାନା ଅଧିକାରୀ ଙ୍କୁ ପ୍ରଥମ ସଫଳତା, କାର୍ଯ୍ୟଭାର ଗ୍ରହଣ ର ପ୍ରଥମ ଦିନରେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ ଚୋରି ଉଦ୍ୟମ କୁ କଲେ ପଣ୍ଡSunil Chandra NayakJuly 6, 2022 by Sunil Chandra NayakJuly 6, 20220 ଢେଙ୍କାନାଳ -: ଭୂବନ ଥାନା ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦକ୍ଷ ଅଧିକାରୀ ସୌଭାଗ୍ଯ କୁମାର ସ୍ଵାଇଁ ଙ୍କୁ ମିଳିଛି ପ୍ରଥମ ସଫଳତା,... Read more
ଗୁମାଗଡ଼ ବାର୍ଷିକତ୍ସବ ଅନୁଷ୍ଠିତ: କାଲିର ବନ୍ଧନ କଳା ଚନ୍ଦନ ସାମାଜିକ ନାଟକ ମଞ୍ଚସ୍ଥSunil Chandra NayakJuly 6, 2022 by Sunil Chandra NayakJuly 6, 20220 ଫୁଲବାଣୀ-: ବାର୍ଷିକତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ଦିବସରେ ବାର୍ଷିକତ୍ସବ ଗୁରୁ ଶ୍ରୀ... Read more
ବାଗପୁର ଗାଁ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତSunil Chandra NayakJuly 6, 2022 by Sunil Chandra NayakJuly 6, 20220 ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ଗାଁ ନିକଟ ମୁଖ୍ୟ ରାଜ୍ୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି... Read more
ମ.ରାମପୁର ସିରିଜ୍ ଡ଼କାୟତି ଘଟଣା: ପୁଲିସ ଗ୍ୟାଙ୍ଗ ର ଜଣକୁ ମାତ୍ର କରି ପାରିଛି ଗିରଫ : ବାକି ଡକାୟତ ଧରା ପଡ଼ିବେ କେବେ ?Sunil Chandra NayakJuly 6, 2022July 6, 2022 by Sunil Chandra NayakJuly 6, 2022July 6, 20220 ମ, ରାମପୁର,୦୬/୭(ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅଞ୍ଚଳ ରେ ଗତ କିଛି ମାସ ହେଲା ଏକ ଡକାୟତ ଦଳ ସକ୍ରିୟ ରହି... Read more
କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ତୀବ୍ର ପ୍ରତିବାଦ ଓ ରାଜ୍ୟପାଳ ଙ୍କୁ ସ୍ମାରକପତ୍ର ପ୍ରଦାନSunil Chandra NayakJuly 6, 2022 by Sunil Chandra NayakJuly 6, 20220 କନ୍ଧମାଳ ଗଣମାଧ୍ୟମ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ରାଜ୍ୟର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଜାଣିଶୁଣି ଉଦେଶ୍ୟ ମୂଳକ ଭବେ... Read more
ଟ୍ରାକ୍ଟର ଦୁର୍ଘଟଣା ରେ ଫୁଲବାଣୀ ର ଜଣାଶୁଣା ସାମଜସେବୀ ଶଶାଙ୍କ ସାହୁ ମୃତ୍ୟୁSunil Chandra NayakJuly 6, 2022 by Sunil Chandra NayakJuly 6, 20220 ଫୁଲବାଣୀ ର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କର ପୁତ୍ର ସମସ୍ତ ଙ୍କର ଅତିପ୍ରିୟ ଜଣାଶୁଣା ସମାଜସେବୀ ଶଶାଙ୍କ ସାହୁ ଙ୍କର ଅକାଳ ବିୟୋଗ... Read more
ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶାSunil Chandra NayakJuly 6, 2022 by Sunil Chandra NayakJuly 6, 20220 ଓଡ଼ିଶାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସବୁଠୁ ଉତ୍କୃଷ୍ଟ। ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଦେଶବ୍ୟାପୀ ଏହା ସବୁଠୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଜାତୀୟ ଖାଦ୍ୟ... Read more
ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତSunil Chandra NayakJuly 6, 2022 by Sunil Chandra NayakJuly 6, 20220 ବାଲେଶ୍ଵର,୦୫/୭/୨୨- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ହେରାପଞ୍ଚମୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ତୋରାଣିପଦା ଗ୍ରାମର ଦିଲ୍ଲୀପ କୁମାର ବେହେରାଙ୍କ... Read more
ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦରSunil Chandra NayakJuly 6, 2022 by Sunil Chandra NayakJuly 6, 20220 ପୁଣି ଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ।... Read more
ମହାସ୍ମୀତା ଓଝା ଙ୍କ ପ୍ରବନ୍ଧ ହେରା ପଞ୍ଚମୀ କାହିଁକି ହୁଏ ?Sunil Chandra NayakJuly 6, 2022 by Sunil Chandra NayakJuly 6, 20220 ହେରା ପଞ୍ଚମୀ କାହିଁକି ହୁଏ ? ଦେବୀ ଲକ୍ଷ୍ମୀ କାହିଁକି ଭାଙ୍ଗନ୍ତି ‘ନନ୍ଦିଘୋଷ’ର ରଥକାଠ? କାହିଁକି ପକାନ୍ତି ଶ୍ରୀଜଗନ୍ନାଥଙ୍କ ଉପରେ ‘ମୋହନଚୂର୍ଣ୍ଣ’? ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର... Read more