ଜଳଛତ୍ର ଖୋଲିବା ପାଇଁ ଜନସାଧାରଣଙ୍କ ଦାବିSunil Chandra NayakMarch 16, 2022 by Sunil Chandra NayakMarch 16, 20220 ନର୍ଲା (ମ.ପ୍ର) ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଏବେ ଜଳର ଆବଶ୍ୟକତା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।... Read more
ମନୋଜ ରଥ ରଚିତ ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ lSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଭବାନୀ ପାଟଣା -: ମ ନି ସ -:କଳାହାଣ୍ଡି ମାଟି ର ନାଟ୍ୟକାର ମନୋଜ ରଥ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ,”... Read more
ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଭବାନୀପାଟଣା : ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର।ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ। ବିନା ଶିକ୍ଷାରେ ଅନେକ... Read more
ଅସହାୟ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତାSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଲାଞ୍ଜିଗଡ଼-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ଜଣେ ଅସହାୟ ବ୍ୟକ୍ତି ନକୁଳ ଗଉଡ଼ଙ୍କ ଆଜି ହଠାତ୍ ପରଲୋକ ଘଟିଛି ! ତାଙ୍କର ବିୟୋଗରେ... Read more
ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଲାଞ୍ଜିଗଡ଼,୧୫/୦୩-ବିଗତ ଦିନରେ କଳାହାଣ୍ଡି ଜିଲ୍ଲା ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ନିଜସ୍ୱ କାର୍ଯ୍ୟକ୍ରମ ସ୍ୱଚ୍ଛ ଗାଁ-ସୁସ୍ଥ ଗାଁ, ସାପ୍ତାହିକ ଜନ ଅଭିଯୋଗ... Read more
ପାଇଖାନା ନିର୍ମାଣରେ ଦୁର୍ନୀତିSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଫେଲ ମାରିଛି ସ୍ଵଛ ଭାରତ ଅଭିଯାନ ନୂଆପଡା: ସରକାର ଙ୍କ ଅନେକ ଲୋକାଭିମୁଖୀ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ଯୋଜନା ଅନ୍ୟତମ... Read more
ଲାଞ୍ଜିଗଡ଼ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିରSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଲାଞ୍ଜିଗଡ଼,୧୫/୦୩-ନିର୍ବାଚନ ଶେଷ ହେବାପରେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆଜି ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।... Read more
ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼Sunil Chandra NayakMarch 16, 2022 by Sunil Chandra NayakMarch 16, 20220 ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନ କୁ କେନ୍ଦ୍ରକରି ଗୁଲି ମାଡ ହୋଇଥିବା... Read more
ଶ୍ବଶୁର ଘରୁ ଯୁବକ ନିଖୋଜ, ଦୁଇ ଦିନ ପରେ ମିଳିଲା ଶବSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଲାଞ୍ଜିଗଡ,୧୫/୦୩-ଲାଞ୍ଜିଗଡ଼ ବ୍ଲକ ଭଟ୍ଟାଙ୍ଗପଦର ଗ୍ରାମପଞ୍ଚାୟତ ହାତୀଗାଁର ଜଣେ ଯୁବକ ନିଜ ଶ୍ବଶୁର ଘର କୋଏଲଗାଁକୁ ଯାଇ ସେଠାରେ ନିଖୋଜ ହୋଇଯାଇଥିବାବେଳେ ଆଜି ଭଟାଙ୍ଗପଦର ଡ୍ୟାମ୍... Read more
କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗSunil Chandra NayakMarch 16, 2022 by Sunil Chandra NayakMarch 16, 20220 ଲାଞ୍ଜିଗଡ଼-କୋଇଲା ବୋଝେଇ କରି ଏକ ଟ୍ରକ ଯାଉଥିବାବେଳେ ପୋଖରୀବନ୍ଧ ଛକ ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା !... Read more