ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି
ତେନ୍ତୁଳିଖୁଣ୍ଟି ୨୩/୦୮/୨୩ // ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ଠିକା କାର୍ଯ୍ୟ କୁ ହାତାହାତି ବଣ୍ଟନ କରି କିଛି ଅସାଧୁ କର୍ମଚାରୀ...
