ପୂଜା ଗେଷ୍ଟ ହାଉସ ପାଖରେ ଜୀବନ୍ତ ଵଜ୍ରକାପ୍ତା ସହ ୮ ଆନ୍ତଃ ରାଜ୍ୟ ବନ ତସ୍କରୀଙ୍କୁ ମାଡ଼ି ବସିଲା ବନ ବିଭାଗSunil Chandra NayakAugust 3, 2023 by Sunil Chandra NayakAugust 3, 20230 ମୟୂରଭଞ୍ଜ -୨/୦୮ ( ମସିହା) ଦିନକୁ ଦିନ ଵନ୍ଯଜନ୍ତୁ ଉପରେ ଅମାନୁଷିକ ଅତ୍ୟାଚାର ବଢି ଚାଲିଛି । ବେଆଇନ ବନ୍ଯଜନ୍ତୁ ସଚୋରାଚାଲାଣ ବୃଦ୍ଧି ପାଉଛି ।ସରକାର... Read more
ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ Sunil Chandra NayakAugust 1, 2023 by Sunil Chandra NayakAugust 1, 20230 ମୟୂରଭଞ୍ଜ -୧/୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ଡାହାଣୀ ଜନିତ ସନ୍ଦେହରେ ହତ୍ୟା କରାଯାଇଥିବା ମାମଲାରେ... Read more
ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟାSunil Chandra NayakAugust 1, 2023 by Sunil Chandra NayakAugust 1, 20230 ଡାବୁଗାଁ, ୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ... Read more
ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଘଟଣା ରେ ନିଲମ୍ବିତ ହେଲେ ସ୍କୁଲ ପ୍ରଧାନ ଶିକ୍ଷକSunil Chandra NayakAugust 1, 2023 by Sunil Chandra NayakAugust 1, 20230 ପଦ୍ମପୁର,// ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ଖମ୍ବାରିଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନଙ୍କ ନିମନ୍ତେ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ... Read more
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତିSunil Chandra NayakAugust 1, 2023 by Sunil Chandra NayakAugust 1, 20230 ଗୃହ ମାଲିକଙ୍କୁ ଠାକୁର ଘରେ ବନ୍ଦ କରି ଦେଇ ଆଲମିରା ଭାଙ୍ଗି ସାତ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ଓ... Read more
ବିଧବାଙ୍କ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗSunil Chandra NayakAugust 1, 2023 by Sunil Chandra NayakAugust 1, 20230 ଥୁଆମୂଳ ରାମପୁର:୦୧/୦୮ – (ମନିସ ):- ସମାଜରେ ଗରିବଙ୍କ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ରାଶି କୁ ମଧ୍ୟ ଆତ୍ମସାତ କରି... Read more
ଚାଷଜମିରୁ ଚାଷିର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟSunil Chandra NayakAugust 1, 2023 by Sunil Chandra NayakAugust 1, 20230 କୋକସରା,୩୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଚାଷି ରାଜିନ ଶବର(୪୦) ଙ୍କ ମୃତଦେହ ନିଜ ଚାଷ ଜମିରୁ... Read more
ଛତିଶଗଡ଼ କମ୍ପାନୀ ଓଡ଼ିଶାରେ କରୁଛି ବିସ୍ତାର ଅର୍ଥ ପ୍ରଲୋଭନ ଦେଖାଇ ଯୁବପିଢ଼ିଙ୍କୁ ଶୋଷଣ , ଭଡା ଘରେ ଚାଲିଚି କାର୍ଯ୍ୟାଳୟ , କାର୍ଯ୍ୟାଳୟ ସମ୍ବନ୍ଧେ ଘର ମାଲିକ ଅଜଣା ତଦନ୍ତ ଦାବୀSunil Chandra NayakAugust 1, 2023 by Sunil Chandra NayakAugust 1, 20230 ରାଇଘର ( )୧/୦୮- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରତେକ୍ ସମୟରେ ବେଆଇନ କାରବାର... Read more
ଗ୍ରାହକ ଓ ହିତାଧିକାରୀଙ୍କ ଙ୍କ ଲକ୍ଷାଧିକ ଟଙ୍କା ଉଠାଇ ଗ୍ରାହକ ସେବାକେନ୍ଦ୍ର ଯୁବକ ଫେରାର, ଥାନାରେ ଅଭିଯୋଗSunil Chandra NayakAugust 1, 2023 by Sunil Chandra NayakAugust 1, 20230 ଭାରତୀୟ ଷ୍ଟେଟ ବ୍ୟାଙ୍କ ଆମପାଣି ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ହିତାଧିକାରୀଙ୍କ... Read more
ବିଦେଶୀ ମଦ ଚାଲାଣ ବେଳେ ପୋଲିସ ଧରିଲା , ୨ କୋର୍ଟଚାଲାଣ , ଗାଡି ଅଟକSunil Chandra NayakJuly 29, 2023 by Sunil Chandra NayakJuly 29, 20230 ବନ୍ଧୁଗାଁ ତା ୨୯/୭/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସମ୍ମୁଖରେ ମଧ୍ୟାହ୍ନ ଘଣ୍ଟା ୨.୨୫ ମିନିଟ ସମୟରେ ଯାନବାହାନ ଯାଞ୍ଚ ବେଳେ... Read more