ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓSunil Chandra NayakJanuary 28, 2023 by Sunil Chandra NayakJanuary 28, 20230 ବାଲେଶ୍ଵର,୨୮/୦୧/୨୩ – ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ତା... Read more
କୋରାପୁଟ ଜୋନ ବିଜୁ ଛାତ୍ର ଜନତା ଦଳ ଉପସଭାପତି ହେଲେ ହିମାଂଶୁSunil Chandra NayakJanuary 27, 2023 by Sunil Chandra NayakJanuary 27, 20230 ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ହିମାଂଶୁ ଜେନା କୋରାପୁଟ ଜୋନ ବିଜୁ ଛାତ୍ର ଜନତା ଦଳର ଉପ... Read more
ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ଙ୍କୁ ବାଦ ଦେବାକୁ ଭାରତୀୟ ଜନତା ପାର୍ଟି ବିଡ଼ିଓ ଙ୍କୁ ଦେଲେ ଦାବୀSunil Chandra NayakJanuary 27, 2023 by Sunil Chandra NayakJanuary 27, 20230 ତେନ୍ତୁଳିଖୁଣ୍ଟି ୨୬/୦୧/୨୩- କେନ୍ଦ୍ର ସରକାର ରାଜ୍ୟ କୁ 9 ଲକ୍ଷ ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ପ୍ରଦାନ କରିଛନ୍ତି ମାତ୍ର ଗରିବ... Read more
ବିଜେପି ପକ୍ଷରୁ ବିଡ଼ିଓଙ୍କୁ ସ୍ମାରୋକ ପତ୍ର ପ୍ରଦାନSunil Chandra NayakJanuary 26, 2023 by Sunil Chandra NayakJanuary 26, 20230 ବନ୍ଧୁଗାଁ ୨୫/୧/୨୩,ଆଜି ବନ୍ଧୁଗାଁ ବ୍ଲକର ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ଦେଇଛନ୍ତି। ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ... Read more
ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନSunil Chandra NayakJanuary 26, 2023 by Sunil Chandra NayakJanuary 26, 20230 କୋକସରା,୨୫/୧- ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ମଣ୍ଡଳ ଭାରତୀୟ ଜନତା... Read more
କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାSunil Chandra NayakJanuary 26, 2023 by Sunil Chandra NayakJanuary 26, 20230 କୋକସରା,୨୫/୦୧// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେରରୁ ବୁଧବାର କଂଗ୍ରେସ ବ୍ଲକ ଦଲୀୟ କର୍ମକର୍ତ୍ତା ମାନେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି ।ଓଡିଶା... Read more
ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନSunil Chandra NayakJanuary 26, 2023 by Sunil Chandra NayakJanuary 26, 20230 ଭବାନୀପାଟଣା:(ମ ନି ସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାରେ ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି... Read more
କୁଣ୍ତୁଳି ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ , ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀSunil Chandra NayakJanuary 26, 2023 by Sunil Chandra NayakJanuary 26, 20230 ବାଲିଆପାଳ,୨୫/୧ -ବାଲିଆପାଳ ବ୍ଲକ କୁଣ୍ତୁଳି ଗ୍ରାମ ପଞ୍ଚାୟତରେ ଆଜି ବିଜୁ ଜନତା ଦଳର ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି... Read more
ଆମପାଣି ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକSunil Chandra NayakJanuary 25, 2023 by Sunil Chandra NayakJanuary 25, 20230 କୋକସରା,୨୫/୦୧// କୋକସରା ବ୍ଲକ ଆମପାଣି ଠାରେ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ଦଳ ପକ୍ଷରୁ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମପାଣି ମଣ୍ଡଳ ସଭାପତି... Read more
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାକୁ ନେଇ ବିଜେପିର ବିକ୍ଷୋଭSunil Chandra NayakJanuary 25, 2023 by Sunil Chandra NayakJanuary 25, 20230 ଜୟପାଟଣା:୨୫/୦୧(ମ ନି ସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାରେ ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି... Read more