ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର ତରଫରୁ ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜିତSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ରାୟଗଡ:-ତା.୪/୦୨-ରାୟଗଡ ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର , ରାୟଗଡା ତରଫରୁ ତା ୧ ଏବଂ ୨ ଫେବୃଆରୀ ୨୦୨୩ ରିଖ... Read more
ଜୁନାଗଡ଼ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଜୁନାଗଡ଼,୪/୨ ( ମ ନି ସ) କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ... Read more
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 କାମାକ୍ଷାନଗର (ମ ନି ସ)4/2/23 // ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ... Read more
20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !Sunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ତିର୍ତ୍ତୋଲ :-03/02/23-/ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା ଗୃହ ପାଇଁ କାହାକୁ ଲାଞ୍ଚ ଦିଅ ନାହିଁ ! ଯେବେ କୌଣସି ସରପଞ୍ଚ ଶୁଣୁନାହାନ୍ତି ତାହାହେଲେ... Read more
ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଜୁନାଗଡ଼,୪/୨(ନି.ପ୍ର) ଜୁନାଗଡ଼ ସହର ସ୍ଥିତ ଏଲନିଶି ମିଶନ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସର... Read more
କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 କୋକସରା,୩/୨- କଳାହାଣ୍ଡି ଜିଲ୍ଲା କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟକଲ୍ପ ଟିମର ସଦସ୍ୟ ଓ ପ୍ରତିନିଧି... Read more
ରାଜପଥରେ ଭୁଞ୍ଜିଆ ଦମ୍ପତି ସାଜିଥିଲେ ରାଜ ଅତିଥି , ଭୋଜି ଦେଇ ଶୁଦ୍ଧି ହୋଇ ସମାଜରେ ମିଶିଲେSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ନୂଆପଡା : ସାଧାରଣତନ୍ତ୍ର ଦିବସରେ ରାଜଅତିଥି ହୋଇ ରାଜପଥକୁ ଯାଇଥିଲେ ଭୁଞ୍ଜିଆ ଦମ୍ପତି । ଦିଲ୍ଲୀରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ନୂଆପଡା ସୁନାବେଡାର ଏହି... Read more
ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ତଦାରଖ ସହ ସ୍ୱଚ୍ଛତାକୁ ନେଇ ସମୀକ୍ଷା କଲେ ଡିଏଫଓ ଓ ଉନ୍ନୟନ କମିଟିSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 କୋକସରା,୦୩/୦୨- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ଜଙ୍ଗଲ ବିଭାଗ ପକ୍ଷରୁ ଭିତ୍ତିଭୂମି ବିକାଶ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ତ୍ୱରାନ୍ୱିତ... Read more
ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତର ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଶୁକ୍ରବାର ଉଦଘାଟନ ହୋଇଯାଇଛି l ଏହି ଅବସରରେ କଳାହାଣ୍ଡି... Read more
ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ପାଳିତSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଥୁଆମୁଳ ରାମପୁର:୪/୦୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୋପାଳପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ... Read more