ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକSunil Chandra NayakDecember 27, 2022 by Sunil Chandra NayakDecember 27, 20220 ଢେ଼ଙ୍କାନାଳ(ମ ସୀ ହା)ରବିବାର ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିବସ ରେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନନୀୟ... Read more
ପ୍ରତ୍ୟାବର୍ତ୍ତନ // ସଫଳ ଅସ୍ତ୍ରୋପଚାର ଚକ୍ଷୁ ରୋଗୀ ଙ୍କୁ ସ୍ୱାଗତ କଲା ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘSunil Chandra NayakDecember 27, 2022 by Sunil Chandra NayakDecember 27, 20220 ଫୁଲବାଣୀ ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ଏହି ସଙ୍ଗଠନ ର ସଭାପତି ସୁର ପ୍ରସାଦ ନାୟକ... Read more
ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨Sunil Chandra NayakDecember 27, 2022 by Sunil Chandra NayakDecember 27, 20220 ରାଉରକେଲା/ ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଃ ରାଉରକେଲା ୨୦୨୨ ହେବାର ଗୌରବ... Read more
ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତSunil Chandra NayakDecember 26, 2022 by Sunil Chandra NayakDecember 26, 20220 ମୟୂରଭଞ୍ଜ -୨୬/୧୨/୨୨ (ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଲ୍ଯାମ୍ପରେ ଆଜି ଧାନ ମଣ୍ଡି ମୁଖ୍ୟ ଅତିଥି ଏସ ଆର ସିଏ... Read more
ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତSunil Chandra NayakDecember 26, 2022 by Sunil Chandra NayakDecember 26, 20220 ଚାରବାହାଲ – ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ଠାରେ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ... Read more
ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ Sunil Chandra NayakDecember 26, 2022 by Sunil Chandra NayakDecember 26, 20220 ଢେଙ୍କାନାଳ (ମ ସୀ ହା) ଓଡାପଡ଼ା ବ୍ଲକ ଅଧୀନସ୍ଥ ମେରାମଣ୍ଡଳୀ ବଜାରରେ କାଶୀନାଥ କରଣ,ସ୍ତ୍ରୀ -ଝୁଲଣା କରଣ ବହୁ ଦିନ ହେବ ମେରାମଣ୍ଡଳୀ ବଜାରରେ... Read more
କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚSunil Chandra NayakDecember 26, 2022 by Sunil Chandra NayakDecember 26, 20220 ରାଉରକେଲା/ ପୁଣି ଫେରିଛି କରୋନାର ଭୟ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଜନସାଧାରଣ... Read more
ନିଆଁ ଲାଗି ଧାନଗଦା ନଷ୍ଟSunil Chandra NayakDecember 26, 2022 by Sunil Chandra NayakDecember 26, 20220 ଡ଼ାବୁଗାଁ, ୨୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଗୋଦମାଗୁଡା ଗ୍ରାମରେ ସୋମବାର ଅପରାହ୍ନରେ ନିଆଁ ଲାଗି ଧାନ... Read more
ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ମନ୍ଦିର, ଏରସମାରେ ଆୟୋଜିତ ଖ୍ରୀଷ୍ଟ ଜୟନ୍ତୀ ସତସଙ୍ଘରେ ମତ ରଖିଲେ ପ୍ରବଚକ Sunil Chandra NayakDecember 26, 2022 by Sunil Chandra NayakDecember 26, 20220 ପୃଥିବୀର କୋଣ ଅନୁକୋଣରେ ପ୍ରଭୁ ଯୀଶୁଙ୍କର ଧରାବତରଣ ଉତ୍ସବ ଧୂମଧାମରେ ପାଳିତ ହେଉଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧୀନ ପଞ୍ଚପଲ୍ଲି ଅଞ୍ଚଳର... Read more
ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତSunil Chandra NayakDecember 26, 2022 by Sunil Chandra NayakDecember 26, 20220 ଭବାନୀପାଟଣା ତା୨୬.୧୨.୨୦୨୨// ଆଜି ଧର୍ମଗଡସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି... Read more