ଜୁନାଗଡ଼ ରେ ହନୁମାନ ଜୟନ୍ତୀ ସମାରୋହରେ ପାଳିତSunil Chandra NayakApril 7, 2023 by Sunil Chandra NayakApril 7, 20230 ଜୁନାଗଡ଼,୭/୪(ମ ନି ସ) ଜୁନାଗଡ଼ ସହରରେ ଭଗବାନ ହନୁମାନଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି।ସ୍ଥାନୀୟ ରାମସ୍ୱାମୀ ମନ୍ଦିର ପରିଚାଳନା କମିଟି ତରଫରୁ ପାଳନ କରାଯାଇଥିବା... Read more
ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତSunil Chandra NayakApril 6, 2023 by Sunil Chandra NayakApril 6, 20230 ଢେଙ୍କାନାଳ ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ମା’ଙ୍କର ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ... Read more
ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତSunil Chandra NayakApril 6, 2023 by Sunil Chandra NayakApril 6, 20230 ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି।... Read more
ରୁପ୍ରା ରୋଡ ରେ ହନୁମାନ ଜୟନ୍ତୀ ପାଳିତSunil Chandra NayakApril 6, 2023 by Sunil Chandra NayakApril 6, 20230 ନର୍ଲା/ମସିହା/06/04/23//ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ଦୁର୍ଗା ମଣ୍ଡପ ରେ ଶ୍ରୀ ହନୁମାନ ଜନ୍ମୋତ୍ସବ କମିଟି ରୁପ୍ରା ରୋଡ ଆନୁକୂଲ୍ୟରେ ଅଖଣ୍ଡ ହନୁମାନ ଚାଳିଶା... Read more
ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ର ବିଭିନ୍ନ ପ୍ରକାର ଦଣ୍ଡ ପରିବେଷଣSunil Chandra NayakApril 6, 2023April 6, 2023 by Sunil Chandra NayakApril 6, 2023April 6, 20230 ଜୟ ଗୋପାଳ ସାହିର ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ଆଦି ପ୍ରଥମ ଦିନରେ ସ୍ଥାନିୟ ଗୁଡିଆନାଳି ଠାରେ ବିଭିନ୍ନ ପ୍ରକାର ଧୂଳି ଦଣ୍ଡ ପରିବେଷଣ କରିଥିଲେ।... Read more
ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ Sunil Chandra NayakApril 6, 2023 by Sunil Chandra NayakApril 6, 20230 ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାତାରିଣୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଥିବା ରୁ ବହୁ ଆଡମ୍ବରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି... Read more
ଶ୍ରୀ ରାମ ଲୀଳା ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ , ମନ ମୋହିବ ଆଦ୍ୟ କାଣ୍ଡ ରୁ ଲଙ୍କା କାଣ୍ଡSunil Chandra NayakApril 6, 2023 by Sunil Chandra NayakApril 6, 20230 ଅପ୍ରେଲ ସାତ ତାରିଖ ରୁ ଏଗାର ଯାଏଁ ମ,ରାମପୁର,୬/୪(ମସୀହା):- ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ... Read more
କୋକସରା ବ୍ଲକର ପୁରପଲ୍ଲୀରେ ଚୈତ୍ର ଯାତ୍ରା ଅନୁଷ୍ଠିତ, ଘଟ ରୁପରେ ଦର୍ଶନ ଦେଲେ ମାSunil Chandra NayakApril 6, 2023 by Sunil Chandra NayakApril 6, 20230 କୋକସରା,୫/୦୪ // ଚୈତ୍ର ମାସରେ ଧରାପୃଷ୍ଠକୁ ଘଟ ରୁପେ ବିଜେ କରିଛନ୍ତି ଦେବୀ ସ୍ୱରୂପା ଜଗତଜନନୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁରପଲ୍ଲୀରେ ମଙ୍ଗଳବାର... Read more
ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭSunil Chandra NayakApril 5, 2023 by Sunil Chandra NayakApril 5, 20230 ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମାଁ କାମନାକାଳିଙ୍କର ଦଣ୍ଡ ନୃତ୍ୟ ଆରମ୍ଭ ହୋଇଯାଇଛି। ଗତ କାଲି ୦୪/୦୪/୨୦୨୩ ରିଖ ରେ ଯୋଗନିଦ୍ରାଭଙ୍ଗ ନିତି ହୋଇଥିବା... Read more
ଚଚରାଗୁଡା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ Sunil Chandra NayakApril 5, 2023 by Sunil Chandra NayakApril 5, 20230 ନବରଙ୍ଗପୁର(ମସିହା )ତା 04/04-ଚଚରାଗୁଡା ଗ୍ରାମ ର ଗ୍ରାମ ଦେବତୀ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ (କଳସଯାତ୍ରା )ଘଣ୍ଟଯାତ୍ରା ଆଜି ଶାନ୍ତି ଶୃଙ୍ଖଳା ର... Read more