ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ଆଜାଦ୍ କୀ ଅମୃତ ମହୋତ୍ସବ୍ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ 

Sunil Chandra Nayak
ରୁପ୍ରା, ୧୭/୮ (ମନିସ) : ସାରା ଭାରତ ବର୍ଷରେ ୭୫ ବର୍ଷ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଦେଶ ଆଜାଦ୍ କୀ ଅମୃତ୍ ମହୋତ୍ସବ୍...

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ 

Sunil Chandra Nayak
ରୁପ୍ରା, ୧୭/୮ (ମନିସ) : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ କଳାହାଣ୍ଡି ଜିଲ୍ଲାର...

ଦେଶାତ୍ମବୋଧକ କବିତା ପାଠୋତ୍ସବ

Sunil Chandra Nayak
ଜୁନାଗଡ଼,୧୭/୮(ମ ନି ସ୍) ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଦେଶାତ୍ମକ ବୋଧକ କବିତା ପାଠୋତ୍ସବ...

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

Sunil Chandra Nayak
ଭବାନୀପାଟଣା:୧୭/୮- ମ.ନି.ସ:- ଆଜି ରାଜ୍ଯସଭା ସାଂସଦ ସୁଜିତ କୁମାର ତାଙ୍କ ପୋଷ୍ଯ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ...

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak
ଥୁଆମୂଳ ରାମପୁର:୧୬/୮- ମ.ନି.ସ:- ଲଗାଣ ଲଘୁଚାପ ଜନୀତ ବର୍ଷାରେ କେତେକ ଗରିବ ଲୋଙ୍କର ଘର ଗୁଡିକ ଭୂଷୁଡି ପଡିଥିବା ଜଣାପଡିଛି। ବିଶେଷ କରି ଏଥିରେ...

ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର: ୪୭ ଟିଅଭିଯୋଗ

Sunil Chandra Nayak
କାମାକ୍ଷାନଗର_16/8/22  ଢେଙ୍କାନାଳ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ...

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak
ବାଲେଶ୍ଵର,୧୭/୮/୨୨- ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ମୋ...

ପ୍ରଥମ ଥର ପାଇଁ କଳାହାଣ୍ଡି ହକିଟିମ୍ ର ନେହେରୁ କପ୍ ହକି ଚାମ୍ପିଅନସିପ ରେ ଭାଗ ନେବା ପାଇଁ ରାଉରକେଲା ଗସ୍ତ

Sunil Chandra Nayak
କବାନୀପାଟଣା ତା ୧୭.୮.୨୦୨୨: (ମ ନି ସ)  ଆଜି କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିବା ହକି ବାଳକ ଦଳ ( ୧୭ ବର୍ଷ ବୟସ...

ରାଇରଙ୍ଗପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଦେଶାତ୍ମବୋଧକ କବିତା ଆସର

Sunil Chandra Nayak
ମୟୂରଭଞ୍ଜ -୧୬/୮/୨୨(ମସିହା) ଆଜାଦା କୀ ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଏକ ଦେଶାତ୍ମବୋଧକ...

ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ଓଡିଶା ପକ୍ଷରୁ, ସ୍ୱାଧୀନତା ଦିବସ ପାଳନ

Sunil Chandra Nayak
ବ୍ୟୁରୋ -:  ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଚାରଣ ଗୋଷ୍ଠି ପକ୍ଷରୁ ସ୍ୱାଧୀନତା ଦିବସ ଚଣ୍ଡିଖୋଲ ସ୍ଥିତ ନୀଳକଣ୍ଠ ଶ୍ବର ମନ୍ଦିର ପ୍ରାଙ୍ଗଣରେ ମହା...
error: Content is protected !!