ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କ୍ଷତ୍ରିୟ ମାନଂକ ଖଣ୍ଡା ଖେଳ ଅନୁଷ୍ଠିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 କାମାକ୍ଷାନଗର ( ମସିହା ) 5/11ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହା ଗ୍ରାମର ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିରରେ ଦୀର୍ଘ ୨୫ ବର୍ଷ ଧରି... Read more
ରୋଷେୟା ତଥା ସେବାୟତ ସଙ୍ଘ ର ଜିଲ୍ଲାସ୍ତରୀୟ ବୈଠକSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଡାବୁଗାଁ, ୫/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାଗୃହ ଠାରେ ନବରଙ୍ଗପୁର ଜିଲାର... Read more
ଅବକାରୀ ଚଢ଼ାଉ, ୨ଜଣ ଗିରଫSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଡାବୁଗାଁ, ୪/୧୧ (ମ.ନି.ସ.)- ଶୁକ୍ରବାର ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିନ... Read more
ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ସଭାSunil Chandra NayakNovember 5, 2022 by Sunil Chandra NayakNovember 5, 20220 ବାଲେଶ୍ଵର,୦୫/୧୧/୨୨- ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଶିକ୍ଷକ ମଞ୍ଚ । ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରଦର୍ଶନ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର... Read more
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ପଞ୍ଚାୟତ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି... Read more
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଭବାନୀପାଟଣା ତା ୪.୧୧.୨୦୨୨ :କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା... Read more
ନଭେମ୍ବର ୨୫ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଭବାନୀପାଟଣା (ମ ନି ସ) ତା ୩.୧୧.୨୦୨୨: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ... Read more
ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରାSunil Chandra NayakNovember 5, 2022 by Sunil Chandra NayakNovember 5, 20220 ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ ଧର୍ମଗଡ:୫/୧୧/୨୨ :କଳାହାଣ୍ଡି ଜିଲ୍ଲା ର ଧର୍ମଗଡ ବ୍ଲକ ଅଞ୍ଚଳ... Read more
ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣSunil Chandra NayakNovember 5, 2022November 5, 2022 by Sunil Chandra NayakNovember 5, 2022November 5, 20220 ଭବାନୀପାଟଣା : ଆଜି ଭବାନୀପାଟଣା ବ୍ଲକ୍ କଲମ ପଞ୍ଚାୟତ ସ୍ଥିତ ବ୍ରାହ୍ମଣୀ ଜଙ୍ଗଲର ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ଦେବା ଦାବୀ ନେଇ କଲମ... Read more
ପୋଡାପୁଡା ପଞ୍ଚୁକ ମହୋତ୍ସବ ପ୍ରଥମ ସଂଧ୍ଯା କାର୍ଯ୍ୟକ୍ରମSunil Chandra NayakNovember 4, 2022 by Sunil Chandra NayakNovember 4, 20220 ବାଲେଶ୍ଵର,୦୪/୧୧/୨୨- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡାପୁଡା ଗ୍ରାମରେ ୯ ଦିନ ବ୍ୟାପୀ ପଞ୍ଚୁକ ବ୍ରତ ଉପାସନା ସାଙ୍ଗକୁ ରାଧା... Read more