କଣ୍ଟାଗାଁ ଡକାୟତି ମାମଲା :ଚୋରି ହୋଇଥିବା ମୋବାଇଲ ଖଣ୍ଡା ଓ ଅପରାଧ ରେ ବ୍ୟବହୃତ ଗାଡି ସହ ଚାରି ଗିରଫ ଓ କୋର୍ଟ ଚାଲାଣSunil Chandra NayakNovember 5, 2022 by Sunil Chandra NayakNovember 5, 20220 ତେନ୍ତୁଳିଖୁଣ୍ଟି -୫/୧୧/୨୨ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଆଜି ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରିଛି। ଚାରି ଜଣଙ୍କ ଠାରୁ ଦୁଇ... Read more
ଉତ୍କେଲା ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଯାପିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ପାଷ୍ଟିକୁଡି କୁ ହରାଇ କେସିଙ୍ଗା ଚମ୍ପିୟାନ ଉତ୍କେଲା,୦୫/୧୧, ,କେସିଙ୍ଗା ବ୍ଲକ ଉତ୍କେଲା ମିନି ଷ୍ଟାଡିୟମ ଠାରେ ବିଜୟ ଟିମ ଉତ୍କେଲା ଦ୍ବାରା ବିଜୟ ମେମୋରିଆଲ... Read more
ସମ୍ପର୍ଣ୍ଣ ହେଲା ଆଞ୍ଚଳିକ କୃଷି ଭିତ୍ତିକ ପର୍ବ କଳାସି ଯାତ୍ରାSunil Chandra NayakNovember 5, 2022 by Sunil Chandra NayakNovember 5, 20220 ବୌଦ୍ଧ -04/11-ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅଂଚଳରେ ଆଞ୍ଚଳିକ କୃଷିଭିତ୍ତିକ ପର୍ବ କଳlସି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ରାମାଞ୍ଚଳରେ ଥିବା ମଙ୍ଗଳl କୁଠି... Read more
ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାରSunil Chandra NayakNovember 5, 2022 by Sunil Chandra NayakNovember 5, 20220 ବୌଦ୍ଧ – 04/11- ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ।... Read more
ନାବାଲିକା କୁ ଅପହରଣ ଅଭିଯୋଗSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଚନ୍ଦାହାଣ୍ଡି୪/୧୧(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଜମାଦାରପଡା ଗ୍ରାମ ରେ ଛତିଶଗଡ ରାଜ୍ୟ ଦେଓଭୋଗ ଥାନା ଅଧିନ କୁସକନା ଗ୍ରାମ... Read more
ଵହଳଦା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୨”Sunil Chandra NayakNovember 5, 2022 by Sunil Chandra NayakNovember 5, 20220 ମୟୂରଭଞ୍ଜ,୫/୧୧/୨୨:(ମସିହା) ମୟୂରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି-୨୦୨୨”ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର... Read more
ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ମୟୂରଭଞ୍ଜ-୪/୧୧/୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲିଟିର କୁଚେଇବୁଢି ଗ୍ରାମସ୍ଥ ପିସିଏମ ସ୍କୁଲ ସନ୍ନିକଟ ରାଇରଙ୍ଗପୁର ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ସୁରଭି କାର୍ଯ୍ୟକ୍ରମ... Read more
ରୁପ୍ରା ରୁ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାରେ ରାତିରେ ଚାଲିଛି ପିଚୁ କାମ, ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ରୁପ୍ରା, ୫/୧୧ (ମନୀସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଠାରୁ କେସିଙ୍ଗାକୁ ସଂଯୋଗ କରୁଥିବା (୧୮ କିଲୋମିଟର)... Read more
ତିରିଂ ବଡଡାଳିମାରେ ବିଶାଳ ଜନ ସମ୍ପର୍କ ପଦଯାତ୍ରାSunil Chandra NayakNovember 5, 2022 by Sunil Chandra NayakNovember 5, 20220 ମୟୂରଭଞ୍ଜ ୦୫/୧୧/୨୨; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ବ୍ଲକ ର ବଡଡାଳିମା ଗ୍ରାମପଞ୍ଚାତ ବଡଡାଳିମା ଠାରେ ବିଜେଡି ପକ୍ଷରୁ ତିରିଂ’ ଜିଲ୍ଲା ପରିଷଦ ସଭ୍ୟ ପରେଶ... Read more
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତSunil Chandra NayakNovember 5, 2022 by Sunil Chandra NayakNovember 5, 20220 ଭବାନୀପାଟଣା (ମ ନି ସ), ୫।୧୧: ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ... Read more