ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରୋତ୍ପଳା ନଦୀ ପଠାରେ ୪ ବଂଧୁ କଲେ ବୃକ୍ଷରୋପଣ

ଚିତ୍ରୋତ୍ପଳା ନଦୀ ପଠାରେ ୪ ବଂଧୁ କଲେ ବୃକ୍ଷରୋପଣ 

କଟକ : ବଜରଙ୍ଗ ଦଳ ମଣିଜଙ୍ଗ ଶାଖା ପକ୍ଷରୁ କିଶନନଗର ଥାନା ମଣିଜଙ୍ଗ ପଞ୍ଚାୟତ ଉପକଣ୍ଠ ଚିତ୍ରୋତ୍ପଳା ନଦୀ ପଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପଳାନ ଅବସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯିବା ସହ ଏହାର ଜାଲି ବ୍ୟବସ୍ଥା କରି ଏହାର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଏହି ପରିବେଶ ସୁରକ୍ଷା ଅଭିଯାନରେ ଅଞ୍ଜନ ମଦେଲି, ଇଂ.ରାଜେଶ୍ୱର ସାହୁ,ବିନୋଦ କୁମାର ସାହୁ,ପରେଶ ସାହୁ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ 

Sunil Chandra Nayak

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ରାଇରଙ୍ଗପୁରରେ ଆୟୂଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ 

masiha

Leave a Comment

error: Content is protected !!