ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରୋତ୍ପଳା ନଦୀ ପଠାରେ ୪ ବଂଧୁ କଲେ ବୃକ୍ଷରୋପଣ

ଚିତ୍ରୋତ୍ପଳା ନଦୀ ପଠାରେ ୪ ବଂଧୁ କଲେ ବୃକ୍ଷରୋପଣ 

କଟକ : ବଜରଙ୍ଗ ଦଳ ମଣିଜଙ୍ଗ ଶାଖା ପକ୍ଷରୁ କିଶନନଗର ଥାନା ମଣିଜଙ୍ଗ ପଞ୍ଚାୟତ ଉପକଣ୍ଠ ଚିତ୍ରୋତ୍ପଳା ନଦୀ ପଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପଳାନ ଅବସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯିବା ସହ ଏହାର ଜାଲି ବ୍ୟବସ୍ଥା କରି ଏହାର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଏହି ପରିବେଶ ସୁରକ୍ଷା ଅଭିଯାନରେ ଅଞ୍ଜନ ମଦେଲି, ଇଂ.ରାଜେଶ୍ୱର ସାହୁ,ବିନୋଦ କୁମାର ସାହୁ,ପରେଶ ସାହୁ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

masiha

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଙ୍କ ପରଲୋକ, ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା 

Leave a Comment

error: Content is protected !!