ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

କଟକ : କଟକ ସଦର ୪୨ ମୌଜା ଝାରକଟା ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଭାତ ଖଟୁଆଙ୍କ ୬୨ ତମ ଓ ତାଙ୍କର ସହଧର୍ମିଣୀ ଦକ୍ଷ ଅଙ୍ଗନୱାଡ଼ି କର୍ମୀ ଦମୟନ୍ତୀ ଖଟୁଆଙ୍କ ୬୦ ତମ ଜନ୍ମ ଜୟନ୍ତୀରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛ । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ତଥା ଭଏସ ଅଫ ମିଡିଆର ଉପଦେଷ୍ଟା ବରିଷ୍ଠ ସଂଗ୍ରହାକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସ୍ଥାନୀୟ ବାସିନ୍ଦା ତାଙ୍କ ବାସଭବନରେ ପହଂଚି ଶୁଭେଛା ଜଣାଇବା ସହ ଏହି ଆଦର୍ଶ ଧର୍ମପ୍ରାଣ ଦଂପତିଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ 

masiha

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!