ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ତହସିଲଦାର ଙ୍କ ଦ୍ୱାରା ଫୁଣ୍ଡା ବାଲି ଘାଟରେ ଚଢ଼ାଉ, ହାଇୱା ଜବତ 

ଗୋଳାମୁଣ୍ଡା/ମସିହା/୧୩/୪/ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଛି. ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ଙ୍କ ତତ୍ୱାବଧାନ ରେ ଫୁଣ୍ଡା ଡୋକ୍ରିପଡା ବାଲି ଘାଟ ରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ଗତ ତା୧୦/୪/୨୨ରିଖ ଦିନ ବାଲି ଗାଡି ଜବତ କରିଥିବା ସୂଚନା ମିଳିଛି. ବାଲି ବୋଝେଇ ହାଇୱା OD08Q3456 ଫୁଣ୍ଡା ଡୋକ୍ରିପଡା ନଦୀ ଘାଟ ରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ କରି ଦଶପୁର ପୋଲିସ ଫାଣ୍ଡିର ମୁଖ୍ୟଫାଟକ ରାସ୍ତାରେ ଚାରିଦିନ ହେଲାଣି ଉକ୍ତ ବାଳି ଗାଡି ରହିଛି,କେଉଁ କାରଣରୁ ଚାରିଦିନ ହେଲା ଗାଡି ଛିଡା ହୋଇ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି,ଗାଡି ଡ୍ରାଇଭର ରାମଚନ୍ଦ୍ର ନାଇକଙ୍କ ଠାରୁ ସୂଚନା ମିଳିଛି.ଯେ ଉକ୍ତ ଗାଡି ଫରଙ୍ଗ ଗ୍ରାମର ମୋହନ ପଧାନଙ୍କ ବୋଲି ପ୍ରକାଶ କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ପ୍ରବନ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ

Sunil Chandra Nayak

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!