ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

ମୟୂରଭଞ୍ଜ -ତା/୦୪/୦୯ ( ମସିହା)ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବାଘିଆ ପଲ୍ଲୀରେ ପ୍ରାଣୀଚିକିତ୍ସା ବିଭାଗ ଓ ଆଇଟିଡିଏ ମୟୂରଭଞ୍ଜ ମିଳିତ ସହଯୋଗରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ୍,ଜାମଦା ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ସୌମ୍ୟ ରଂଜନ ମିଶ୍ର,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶରତ ଚନ୍ଦ୍ର ସାହୁ ଶିବିରରେ ଉପସ୍ଥିତ ଥାଇ ୬୦ଗୋଟି ଛେଳିର ଚିକିତ୍ସା କାର୍ଯ୍ୟରେ ସକ୍ରିୟ ଥିଲେ |ଆବଶ୍ୟକ ସେବା ଓ ମାଗଣାରେ ଔଷଧ ପ୍ରଦାନ କରିବା ସହ ବିଭିନ୍ନ ରୋଗର ଲକ୍ଷଣ ଜଣାଇବା , ନିରାକରଣ ପାଇଁ ଔଷଧ ସହ ଟିକା ପ୍ରଦାନ ଆଦି ବିଷୟରେ ଛେଳି ଚାଷୀମାନଙ୍କୁ ଜଣାଇଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

masiha

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

masiha

ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!