ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ଗୌରବ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ ଏବଂ ସମାଜସେବୀ ସଦାଶିବ ତ୍ରିପାଠୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

୪୨ ମୌଜା ଗୌରବ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ ଏବଂ ସମାଜସେବୀ ସଦାଶିବ ତ୍ରିପାଠୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : କଟକ ସଦର ୪୨ ମୌଜା ଧୁଳିଶ୍ଵର ଗ୍ରାମର ଗର୍ବ ଓ ଗୌରବ ବିଶିଷ୍ଟ ନାଟ୍ୟକାର,ଅଭିନେତା,ନିର୍ଦ୍ଦେଶକ ଓ ଗୀତିକାର ଯୋଗ ଜନ୍ମା ସାରଦା ପ୍ରସାଦ ନାୟକ ଏବଂ ନବରଙ୍ଗପୁର ଗ୍ରାମର ଗର୍ବ ଓ ଗୌରବ ପୂର୍ବତନ ମୁଖ୍ୟ ମନ୍ତ୍ରୀ ସଦାଶିବ ତ୍ରିପାଠି ଯେକି, ୧୯୪୬ ମସିହାରୁ ୧୯୭୬ ଯାଏ ପ୍ରଥମେ ରାଜସ୍ବମନ୍ତ୍ରୀ ପରେ ମୁଖ୍ୟ ମନ୍ତ୍ରୀ ଭାବେ ରହି ଦେଶର ବହୁ କିଛି କାର୍ଯ୍ୟ କରିଥିଲେ । ଏମାନଙ୍କ ପୁଣ୍ୟତିଥିରେ ଅନୁଷ୍ଠାନର ଉପଦେଷ୍ଟା ସମୀର କୁମାର ପଣ୍ଡା,ସଭାପତି ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ଉପେନ୍ଦ୍ର ବାରିକ୍, ପ୍ରଭାତ କୁମାର ଖଟୁଆ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ମହାସଚିବ ରୁଦ୍ର ନାରାୟଣ ଦାସ,ସାମ୍ବାଦିକ ଅନିଲ କୁମାର ଦାସ,ଆଲୋକ କୁମାର ନାୟକ,ଦୀପ୍ତି ରଞ୍ଜନ ଶତପଥୀ,ସୁଧୀର ଶତପଥୀ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଦାବି ର କାର୍ଯ୍ୟକାରୀ ସୂଚନା

masiha

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

masiha

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!