ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶପୁର ଠାରେ ହନୁମାନ ଜୟନ୍ତୀ ପାଳିତ

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ହନୁମାନ ଜୟନ୍ତୀ ପାଳିତ ହୋଇ ଥିବା ଦେଖିବାକୁ ମିଳିଛି. ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଦଶପୁର ସହର ପରିକ୍ରମା କରିଥିଲା. ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଏହି ଶୋଭାଯାତ୍ରା ବାହାରିଥିଲା. ଏହି ଶୋଭାଯାତ୍ରା ରେ ହିନ୍ଦୁ ସମ୍ପ୍ରଦାୟର ବହୁ ଲୋକ ଏକତ୍ର ଭାବରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଥିଲେ. ଏହି ଅବସରରେ ବଣ୍ଟି ଅଗ୍ରୱାଲ ସରପଞ୍ଚ ରଂଜନ ସାହୁ ପ୍ରକାଶ ଅଗ୍ରୱାଲ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ,ମନୋଜ ଅଗ୍ରୱାଲ,ରବୀନ୍ଦ୍ର ସାହୁଙ୍କ ସମେତ ଶତାଧିକ ହନୁମାନ ଭକ୍ତ ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ଶୋଭାଯାତ୍ରାରେ ବାହାରି ପରିଶେଷରେ ଦଶପୁର ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା କରିଥିଲେ

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ସଚେତନତା କାର୍ମଶାଳା

Sunil Chandra Nayak

ବିକାଶର ବିକଳ ଚିତ୍ର, ଅଭିଶପ୍ତ ଗାଁ ନାଗୁପଡ଼ା..

Sunil Chandra Nayak

ଠିକାଦାର ସାଜିଛନ୍ତି ବିଧାୟକ ପ୍ରତିନିଧି !!

Sunil Chandra Nayak

Leave a Comment

error: Content is protected !!