ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

ନବରଙ୍ଗପୁର,(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକୀ ନବରଙ୍ଗପୁର ସହର ଇଚ୍ଛାବତୀଗୁଡା ସତ୍ଯ ସାଇ ସେବା ସମିତି ଅନୁଷ୍ଠାନ ରେ ପ୍ରାୟ ଦୁଇ ଥର ରକ୍ତ ଦାନ ଦେଲେଣି ! ଚୁମକୀ କହିଛନ୍ତି ରକ୍ତ ଦାନ ମହା ପୁଣ୍ୟ କାର୍ଯ, ମୁଁ ଏହି କାର୍ଯ୍ଯ କରି ନିଜକୁ ଧନ୍ୟ ଭାବୁଛି ବୋଲି ସେ କହିଛନ୍ତି ! ଆଉ ସେ କହିଛନ୍ତି ମୋ ଦେହ ପ୍ରଭୁ ସୁସ୍ଥ ରଖି ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଚାଲି ଥିବି ! ଚୁମକୀ ଦୁଇ ଥର ରକ୍ତ ଦାନ ଦେଇ ସହର ବାସୀଙ୍କ ପ୍ରତି ମାନବିକତା ର ପରିଚୟ ସୃଷ୍ଟି କରିପାରିଛନ୍ତି ! ନବରଙ୍ଗପୁର ସତ୍ଯ ସାଇ ସେବା ସମିତି ର କାର୍ଯ୍ୟକର୍ତ୍ତା ଓ ସମସ୍ତ ସଭ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ! ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଚୁମକୀ କୁ ଶେଷରେ ରକ୍ତ ଦାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ !

( ମ ନି ସ ) 

Related posts

ମେଦନାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ 

masiha

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

ଛାତ୍ର ବାତ୍ସଲ୍ୟ ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!