ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

ନବରଙ୍ଗପୁର,(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକୀ ନବରଙ୍ଗପୁର ସହର ଇଚ୍ଛାବତୀଗୁଡା ସତ୍ଯ ସାଇ ସେବା ସମିତି ଅନୁଷ୍ଠାନ ରେ ପ୍ରାୟ ଦୁଇ ଥର ରକ୍ତ ଦାନ ଦେଲେଣି ! ଚୁମକୀ କହିଛନ୍ତି ରକ୍ତ ଦାନ ମହା ପୁଣ୍ୟ କାର୍ଯ, ମୁଁ ଏହି କାର୍ଯ୍ଯ କରି ନିଜକୁ ଧନ୍ୟ ଭାବୁଛି ବୋଲି ସେ କହିଛନ୍ତି ! ଆଉ ସେ କହିଛନ୍ତି ମୋ ଦେହ ପ୍ରଭୁ ସୁସ୍ଥ ରଖି ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଚାଲି ଥିବି ! ଚୁମକୀ ଦୁଇ ଥର ରକ୍ତ ଦାନ ଦେଇ ସହର ବାସୀଙ୍କ ପ୍ରତି ମାନବିକତା ର ପରିଚୟ ସୃଷ୍ଟି କରିପାରିଛନ୍ତି ! ନବରଙ୍ଗପୁର ସତ୍ଯ ସାଇ ସେବା ସମିତି ର କାର୍ଯ୍ୟକର୍ତ୍ତା ଓ ସମସ୍ତ ସଭ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ! ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଚୁମକୀ କୁ ଶେଷରେ ରକ୍ତ ଦାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ !

( ମ ନି ସ ) 

Related posts

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ସୂଚନା

masiha

ଓଡିଶା ସେବାରତ୍ନ ସମ୍ମାନ-୨୦୨୫  ବ୍ରାଇଟ ଓଡିଶା ପକ୍ଷରୁ ୩୫ ଜଣଙ୍କୁ ପୁରସ୍କାର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!