ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ଯୁବକ ର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦଶପୁର ଗାଁ ର କିଶୋର ଚନ୍ଦ୍ର ସା। ପ୍ରକାଶ ଥାଉ କି ସେ ବିଳମ୍ବିତ ରାତ୍ରିରେ ନବ ନିର୍ମିତ ଘରେ ମଟର ମାଧ୍ୟମରେ ପାଣି ଦେବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଦଶପୁର ଫାଣ୍ଡି ରେ ଶନିବାର ସକାଳ ୯ ଟା ରେ ଏତଲା ଦେଲା ପରେ ପୋଲିସ କେଶ ନମ୍ବର ୧୬/୨୪ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ଦାବି..

Sunil Chandra Nayak

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଦରଙ୍ଗା, କୋଟପାଡ଼ ଠାରେ ମକ୍ ଡ୍ରିଲ 

masiha

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟିର ବୈଠକ

Leave a Comment

error: Content is protected !!