ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

ବିଷମ କଟକ- ତା ୨୦/୦୪ ରିଖରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ ।

ରାୟଗଡା ଜିଲ୍ଲାରେ ଖେଳର ଉନ୍ନତି କରିବା ଲକ୍ଷ୍ୟରେ ଓ ଯୁବ ଗୋଷ୍ଟିକୁ ସୁସ୍ଥ ରହିବାର ମୂଳ ମନ୍ତ୍ର ଦେବାଲାଗି । ବିଷମ କଟକ ସହର ମା ମର୍କମା ମହାବିଦ୍ୟାଳୟରେ ଆରମ୍ଭ ହେଇ ଯାଇଚି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦାନ କରି, ଟୁର୍ଣ୍ଣାମେଣ୍ଟର ଉଧ୍ଘଟାନ କରିଥିଲେ। ତା ସହ ଖେଳାଳୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ପରାମର୍ଶ ଦେଇଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ ସ୍ୱଚ୍ଛ ଭାରତ ମିଶନ ର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର ) ସଂଘ ଗଠନ

Sunil Chandra Nayak

Leave a Comment

error: Content is protected !!