ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ସ୍ୱଚ୍ଛତା” 

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ସ୍ୱଚ୍ଛତା” 

କର୍ଲାମୁଣ୍ଡା: କୋଣାର୍କ ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବେଳାଭୂମି ମହୋତ୍ସବ ର ଚତୁର୍ଥ ଦିବସରେ ଯୁବ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ‘ସ୍ୱଚ୍ଛତା’ ଶିରୋନାମରେ ବାଲୁକା କଳା ନିର୍ମାଣ କରିଛନ୍ତି l ସ୍ୱଚ୍ଛତା ଉପରେ ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ଭଲ ଭାବରେ ସାବୁନ ରେ ହାତ ଧୋଇବା ସକାଶେ ବାର୍ତା ଦେଇଛନ୍ତି l “ଧୁଅ ହାତ ଖାଅ ଭାତ” l ଏହି ବାଲୁକା କଳା ନିର୍ମାଣରେ ଶ୍ରୀ ସାହୁ ଙ୍କୁ ତାଙ୍କ ସାଥି ମାନେ ସହଯୋଗ କରୁଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

ଜୁନାଗଡ଼ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!