ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଫୁର୍ଲା ରେ ଧାନ ମଣ୍ଡି ଉଦଘାଟିତ 

ବଡ଼ଫୁର୍ଲା ରେ ଧାନ ମଣ୍ଡି ଉଦଘାଟିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡ଼ଫୁର୍ଲା ରେ ଶୁକ୍ରବାର ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ ୩ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ପ୍ରକାଶ ଭଇଁସାଲ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଚଳିତ ଖରିଫ ଧାନ କ୍ରୟ ପାଇଁ ବଡ଼ଫୁର୍ଲା ମଣ୍ଡି ଉଦଘାଟିତ ହୋଇଥିବାରୁ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ରେ ନନ୍ଦ ଗାଁ ସରପଞ୍ଚ ପ୍ରତିନିଧି ଭବାନୀ ଶଙ୍କର ବଣିଆ, ଭିଏଡବ୍ଲୁ ଧରିତ୍ରୀ ଖୁରା,ଯୁବ ନେତା ସଞ୍ଜୟ ପଟେଲ, ଯୁବ ସମାଜ ସେବୀ ସୁଧାଂଶୁ ନାଏକ,ଯୋଗାଣ ବିଭାଗ କର୍ମଚାରୀ ଉପେନ୍ଦ୍ର ନାଥ ଦୁର୍ଗା, ମହେନ୍ଦ୍ର ଶବର ସମେତ ଚାଷୀ ଏବଂ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

“ଉଡାନ ” କ୍ୟାମ୍ପ ରେ ଯୋଗ ଦେଲେ ରାଉରକେଲା ର ୧୫ ସ୍କାଉଟଗାଇଡ

Sunil Chandra Nayak

ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଉପରେ ତାଲିମ 

masiha

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

masiha

Leave a Comment

error: Content is protected !!