ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

ନବରଙ୍ଗପୁର:(୬|୧୨)(ରବି ନାରାୟଣ ମହାନ୍ତି)ଆଜି ପାପଡାହାଣ୍ଡି ବ୍ଲକର ଜଟାବାଲ ଗ୍ରାମ ପଞ୍ଚାୟତ ରେ ବୁଟ ଚଣା ବିହନ ବଣ୍ଟନ କରାଯାଇଛି | ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ଭାବେ ଜଟାବାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଳତୀ ଭତ୍ରl, ନାଏବ ସରପଞ୍ଚ ଏମ୍ ଡି ଜାହାଙ୍ଗୀର, ପୂର୍ବତନ ସରପଞ୍ଚ ଦେବ ଭତ୍ରl,ସୁଦକ୍ଷ ନେତା ଦୂର୍ଗା ପ୍ରସାଦ ନାୟକ, ରାଜେନ୍ଦ୍ର ପ୍ରସାଦ ସାହୁ, ସୁଶାନ୍ତ ପ୍ରଧାନ ଉପସ୍ଥିତ ରହି ଚାଷୀଙ୍କୁ ବୁଟ ଚଣା ବିହନ ବଣ୍ଟନ କରାଇଥିଲେ | କୃଷି ବିଭାଗ ତରଫରୁ ସହକାରୀ କୃଷି ଅଧିକାରୀ ଶିବାନୀ ଗୋଚ୍ଛାୟତ, କୃଷି ଓଭରସର ବିଷ୍ନୁ ପ୍ରିୟା ସାହୁ,କୃଷକ ସାଥୀ ଅର୍ଜୁନ ଭତ୍ରl ଓ ରବି ସିଂ ନାୟକ ପ୍ରମୂଖ ଉପସ୍ଥିତ ରହି ୩୦୦ଜଣଙ୍କୁ ବୁଟ ଚଣା ବିହନ ବଣ୍ଟନ କରିଥିଲେ l ( ମ ନି ସ ) 

Related posts

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମୋ ସେବା କେନ୍ଦ୍ର ଅଧିକାରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!