ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ତି ଜିଲ୍ଲା ନର୍ଲା ବ୍ଳକ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରୁପ୍ରା ଠାରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ଏକ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ବିଦ୍ଯାଳୟର ଅଧ୍ଯକ୍ଷ ତପନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।ଶିବିରରେ ପ୍ରଶିକ୍ଷିକା  ଭାବେ ନଗମାରଣୀ ନାୟକ ଯୋଗଦାନ କରି ବିଦ୍ଯାଳୟର ୭୧ ଜଣ ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଉକ୍ତ ଶିବିର ଚଳିତ ମାସ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରିଶେଷରେ ଇତିହାସ ଅଧ୍ଯାପକ ତଥା ରେଡକ୍ରସ କଭର୍ନସଲର ସୁଧିର କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ଜିଲ୍ଲା ପ୍ରଶାସନ ପକ୍ଷରୁ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

masiha

ଓଡିଶା ପତ୍ରକାର ସଙ୍ଘ ଅବିଭକ୍ତ କୋରାପୁଟ ଜିଲ୍ଲା ସମ୍ମିଳନୀ, ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାନଯାଉ

Sunil Chandra Nayak

Leave a Comment

error: Content is protected !!