ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ ଟି ଟୁଏଣ୍ଟି କ୍ରିକେଟ୍ ଟୁନାମେଣ୍ଟ ଉଦ୍ଘାଟିତ 

ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ ଟି ଟୁଏଣ୍ଟି କ୍ରିକେଟ୍ ଟୁନାମେଣ୍ଟ ଉଦ୍ଘାଟିତ 

ନର୍ଲା ବ୍ଲକ୍ ଅନ୍ତର୍ଗତ ଡଙ୍ଗର ମାଲ୍ ଡଙ୍ଗର୍ ତଲ୍ ପଡ଼ା ଠାରେ ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ କ୍ରିକେଟ୍ ଟୁନା ମେଣ୍ଟ ଅନୁଷ୍ଟିତ ହୋଇ ଯାଇଛି। ଏହି ଟୁନା ମେଣ୍ଟ ର ପ୍ରଥମ ମ୍ୟାଚ୍ ନର୍ଲା ଓ କରଞ୍ଜା ମଧ୍ୟରେ ହୋଇ ଥିଲା ।

କରଞ୍ଜା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର୍ ରେ ୮୦ ରନ୍ କରିଥିବା ବେଳେ ଜବାବ୍ ରେ ନର୍ଲା ଦଳ ୪ ,୧ ଓଭର୍ ରେ ୮୩ ରନ୍ କରି ବିଜୟ ଲାଭ କରି ଥିଲେ। ଏହି ମ୍ୟାଚ୍ ର ମୁଖ୍ୟ ଅତିଥି ଭାବରେ ବିଜେଡି ବ୍ଲକ୍ ଯୁବ ଛାତ୍ର ସଭାପତି ଘାସିରାମ୍ ସାହୁ ପୂଜାର୍ଚ୍ଚନା କରି କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ। କୁଲୁ ଚାନ୍ଦ୍ ଓ ରିଙ୍କୁ ଖେଳ ପରିଚାଳନା କରିଥିବା ବେଳେ ଲକ୍ଷ୍ମଣ ମାଝୀ, ଟୁନା ମାଝୀ,ଶତ୍ରୁଘ୍ନ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

କେ କଲ୍ୟାଣୀ ପାତ୍ର ଅନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ସଫଳତା

masiha

Leave a Comment

error: Content is protected !!