ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

ରାଉରକେଲା: ସେଲ୍ ମ୍ୟାନେଜମେଣ୍ଟ ର ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ ବରସୁଆଁ ଲୈ।ହଖଣି ଅଧିକାରୀ ସଂଘ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୧୩ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲାର ଆରଏସପି ପରିଚାଳିତ ଟେନସା ଓ ବରସୁଆଁ ଲୈ।ହଖଣିରେ କାର୍ଯ୍ୟରତ ୧୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ବିରୁଦ୍ଧରେ ତଥା ୧୧ଜଣ ଅଧିକାରୀଙ୍କୁ ପୁନ୍ନ କାର୍ଯ୍ୟରେ ଯୋଗଦେବା ସହ ନିଷ୍ପତ୍ତି କୁ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାହାର କରାଇବା ପାଇଁ ସେଲ୍ କର୍ତ୍ତୃପକ୍ଷ ଙ୍କ ନିକଟରେ ବରସୁଆଁ ଲୈ।ହଖଣିର ସଂଘ ସଭାପତି ବିଚିତ୍ର କୁମାର ଲେଙ୍କା, ଉପସଭାପତି ଅରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ଭୋଇ, କାର୍ଯ୍ୟକାରୀ ସଦସ୍ୟ ଅନୁପମ ନାୟକ ଓ ଅନ୍ୟ ପଦାଧିକାରୀ ମାନେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଞ୍ଝାଲ ସମାଜ ର ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରସଙ୍ଗ

masiha

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

masiha

Leave a Comment

error: Content is protected !!