ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

 ମୟୂରଭଞ୍ଜ- ୨୯/୦୩ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଯାଇଛି । ନିର୍ବାଚନରେ ସଭାପତି- ଅକ୍ଷୟ ମହାନ୍ତି,ଉପସଭାପତି – ମାତା ମୁର୍ମୁ ;ସଂପାଦନ – ମନୋଜ ଦାସ,ସହ ସଂପାଦକ କିଶୋର ଚନ୍ଦ୍ର ମହାନ୍ତ, ଯୁଗ୍ମ ସଂପାଦକ – ନନ୍ଦ ରାଣୀ ହେମ୍ବ୍ରମ; ସହ ପାଠାଗାର – ପୁର୍ଣ୍ଣଚନ୍ଦ୍ର ମହାନ୍ତ; କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ ପ୍ରମୁଖ ବିଜୟୀ ହୋଇଥିବାବେଳେ ସମସ୍ତ କାର୍ଯ୍ୟକାରୀଣି ସଦସ୍ଯ‌ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ରିଟର୍ଣିଂ ଅଫିସର‌ଭାଵେ ସୁବ୍ରତ ପ୍ରସନ୍ନ ଦାସ ଏବଂ ତାଙ୍କ ସହଯୋଗୀ କିଶୋର କୁମାର ମଣ୍ଡଳ, ଉପେନ୍ଦ୍ର ମଣ୍ଡଳ,, ଲକ୍ଷ୍ମୀ ମହାନ୍ତି,ନିୟତୀ ମହାନ୍ତି, ସସ୍ମିତା ଦତ୍ତ,ପ୍ରଦୀପ କୁମାର ସାହୁ ଏବଂ ବିକାଶ ଚନ୍ଦ୍ର ମହାନ୍ତ ପ୍ରମୁଖ ନିର୍ବାଚନ ପରିଚାଳନା ଦକ୍ଷତାର ସହ ତୁଲାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

masiha

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ଯୋଡ଼ା ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍‌ଠାରେ ଯୁବ ଜାଗୃତି ଅଭିଯାନର ଭବ୍ୟ ଆୟୋଜନ ସହ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ନିଶାମୁକ୍ତ କରିବାର ସଂକଳ୍ପ

Leave a Comment

error: Content is protected !!