ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

ନବରଙ୍ଗପୁର :(ତା ୫.୬.୨୦୨୫)(ରବି ନାରାୟଣ ମହାନ୍ତି)ଜିଲ୍ଲାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ଦୃଢ଼ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ଅବକାରୀ କାର୍ଯ୍ୟଳୟ, ଅବକାରୀ ଥାନା ଓ ଆର୍ ଓ କାର୍ଯ୍ୟଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ବନ ବିଭାଗ ଦ୍ଵାରା ଏଥିପାଇଁ ସମସ୍ତ ବୃକ୍ଷ ଚାରା ଯୋଗାଇ ଦିଆଯାଇଥିଲା।ଏହି ଅବସରରେ ଡି ଏସ ଏସ ଓ, ଡି ଆଇ ପି ଆର୍ ଓ, ଡି ସି ଓ, ଡି ପି ସି, ମିସନ ଶକ୍ତି,ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଚେକ୍ ଡେମ୍ଫରେ ଗାଧୋଓଇଲା ବେଳେ ବୃଦ୍ଧାଙ୍କ ସଲିଳ ସମାଧି

Sunil Chandra Nayak

ବନ ମହୋସବ ପାଳିତ

masiha

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

Leave a Comment

error: Content is protected !!