ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

 କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ହେମନ୍ତ ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା ଆଖ ପାଖ ର ଅନେକ୍ ରଙ୍ଗତୁଲୀ କାରିଗର ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ବିଭିନ୍ନ ପଦ ପଦବୀ ପାଇଁ ନୂତନ ଭାବେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବରେ ଅନ୍ତଆଟ୍ସ୍ ର ମାଲିକ ଅନନ୍ତ ବାରିକ୍ ଓ ଉପସଭାପତି ଭାବେ ଚିନ୍ତାମଣି ମାଝୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଥିବା ବେଳେ, ସୁବେଣୁ ଆର୍ଟ୍ସ୍ ର ମାଲିକ ବେଣୁଧର ଦୀପ୍ ଙ୍କୁ ସମ୍ପାଦକ ଓ ଅନ୍ତରାମ୍ ନାଏକ୍ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇ ଥିଲା । ହେମନ୍ତ ନାୟକ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ ଡୋଳାମଣି ନାଏକ , ମାଧବ ମାଝୀ, ଅର୍ଜୁନ ପୋଡ଼, ତୀର୍ଥ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

Sunil Chandra Nayak

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

Sunil Chandra Nayak

ବାଲୁକା କଳା ରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!