ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

କଟକ : ୪୨ ମୌଜା ରାଉତରାପୁର ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୂନତା ଦିବସ ଅଧ୍ଯକ୍ଷା ସାଗରିକା ପତିଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ହୋଇ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡକ୍ଟର କଲ୍ଲିମୁଲ୍ଲା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ପାର୍ବତୀ ବିଦ୍ୟାପୀଠ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପତି,ବିଦ୍ୟାଳୟର ସମ୍ପାଦକ ସକିଲ୍ ଅକତର୍ ଖାଁ, ସଭାପତି ଡକ୍ଟର ଜାହିର ବେଗ,ଡକ୍ଟର ଜମାଲ ଆରା,ଅଭିଭାବକମାନେ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ମାନେ ପ୍ୟାରେଡରେ ଯୋଗଦେଇ ଅତିଥି ମାନଙ୍କୁ ସମ୍ବୋଧନ କରିଥିଲେ । ଅତି ଅତିଥି ବର୍ଗ ଦିବସର ମହତ୍ତ୍ବ ଏବଂ ଭଲ ନାଗରିକ ହୋଇ ସୁସୁ ସମାଜ ଗଠନ କରିବାରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

masiha

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

୧- ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ,୨-ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା ,୩-ବିଦ୍ୟୁତ୍ ଆଘାତରେ ମହିଳା ମୃତ , ୪- ବଜ୍ରାଘାତରେ ପରିବାରର ୫ ଆହତ

Sunil Chandra Nayak

Leave a Comment

error: Content is protected !!