ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

କଳାହାଣ୍ଡି:ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ ଘଟିଛି ।କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଏଭଳି ଅଭାବନୀୟ ଅଘଟଣ ଘଟିଯାଇଛି।ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଶବ ଉଦ୍ଧାର କରିଛି।

ମୃତ ୨ ଭାଇ ହେଲେ ରାଧାକାନ୍ତ ରଣା (୧୨) ଓ ସୀତାକାନ୍ତ ରଣା (୯) ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ମୃତ ୨ ଭାଇଙ୍କୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇଁ ଗ୍ରାମରେ ଏବେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବାଲେଶ୍ୱରରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

masiha

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ

masiha

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

masiha

Leave a Comment

error: Content is protected !!