ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ଦୁର୍ଗାଙ୍କ ମନ୍ଦିରରେ ରତ୍ନମୁଦ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ନୂତନ ଭାବେ ନିର୍ମିତ ମା ଦୁର୍ଗାଙ୍କ ମନ୍ଦିରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଲଚନ୍ଦ ଅଗ୍ରୱାଲ ଓ କୈ।ଶଲ୍ୟା ଅଗ୍ରୱାଲଙ୍କ ସମେତ ରୁପ୍ରାରୋଡର ସୁବାଷ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ରାଜବାଲ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ରିନେଶ ଅଗ୍ରୱାଲ, ବିକାଶ ଅଗ୍ରୱାଲ,ସାଗରମଲ ଅଗ୍ରୱାଲ ପ୍ରମୁଖ ରତ୍ନମୁଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଙ୍କ ମନ୍ଦିର ବ୍ୟତୀତ ଏଠାରେ ଗଢିଉଠିଥିବା ଶ୍ରୀ ଗଣେଶ, ମାତା ସନ୍ତୋଷିନୀ ଓ ହନୁମାନ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭକ୍ତି ଓ ଶ୍ରଦ୍ଧାର ସହ ଭକ୍ତମାନେ ଧାନ ଶସ୍ୟ, ମୁଦ୍ରା, କଉଡି, ସୁନା ରୂପା ଧାତୁ ଆଦି ମନ୍ଦିର ଦଧି ନଉତୀରେ ପୂର୍ଣ୍ଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

ବାଲିମାଫିଆଙ୍କ ବିରୋଧରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

Leave a Comment

error: Content is protected !!