ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

ଆସିକା,୧୪/୧୦/୨୫ — ଧରାକୋଟ ଥାନାରେ କାର୍ଯ୍ୟରତ ସବ ଇନିସପେକ୍ଟର ବାଲ୍ମୀକି ପ୍ରଧାନ ପାଇଛନ୍ତି । ସେ କୋରାପୁଟ ଜିଲ୍ଲାରୁ ଆସି 2021 ମସିହାରେ ଧରାକୋଟ ଥାନାରେ ଯୋଗଦେଇଥିଲେ । ଜଣେ ଦାୟିତ୍ଵ ସମ୍ପନ୍ନ,ଶୃଙ୍ଖଳିତ ପୋଲିସ ଅଧିକାରୀ ଭାବରେ ସେ ନିଜ କର୍ତ୍ତବ୍ୟ ସୁଚାରୁ ରୁପେ ପ୍ରତିପାଦନ କରି ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇପାରିଥିଲେ । ଧରାକୋଟ ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ପଦୋରନତି ହୋଇଥିବାରୁ ତାଙ୍କୁ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ, ଏସ ଆଇ ସସ୍ମିତା ପଣ୍ଡା, ଏ ଏସ ଆଇ ରାଜେନ୍ଦ୍ର ରାଉତ, ମୁରଲୀଧର ରାଓ,ଅନିଲ ଶବର, ହାବିଲଦାର ମନୋଜ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

କମ୍ରେଡ ଦ୍ୱାରିକା ମୋହନ ମିଶ୍ରଙ୍କୁ ଶେଷ ସଲାମ୍ 

Sunil Chandra Nayak

Leave a Comment

error: Content is protected !!