ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

ଆସିକା,୧୪/୧୦/୨୫ — ଧରାକୋଟ ଥାନାରେ କାର୍ଯ୍ୟରତ ସବ ଇନିସପେକ୍ଟର ବାଲ୍ମୀକି ପ୍ରଧାନ ପାଇଛନ୍ତି । ସେ କୋରାପୁଟ ଜିଲ୍ଲାରୁ ଆସି 2021 ମସିହାରେ ଧରାକୋଟ ଥାନାରେ ଯୋଗଦେଇଥିଲେ । ଜଣେ ଦାୟିତ୍ଵ ସମ୍ପନ୍ନ,ଶୃଙ୍ଖଳିତ ପୋଲିସ ଅଧିକାରୀ ଭାବରେ ସେ ନିଜ କର୍ତ୍ତବ୍ୟ ସୁଚାରୁ ରୁପେ ପ୍ରତିପାଦନ କରି ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇପାରିଥିଲେ । ଧରାକୋଟ ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ପଦୋରନତି ହୋଇଥିବାରୁ ତାଙ୍କୁ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ, ଏସ ଆଇ ସସ୍ମିତା ପଣ୍ଡା, ଏ ଏସ ଆଇ ରାଜେନ୍ଦ୍ର ରାଉତ, ମୁରଲୀଧର ରାଓ,ଅନିଲ ଶବର, ହାବିଲଦାର ମନୋଜ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

masiha

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!