ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

ଥୁଆମୂଲ ରାମପୁର:- ୨୭/୧୦ — ଆଗକୁ ଆସୁଛି ବାତ୍ୟା “ମୋନ୍ଥା ” ପାଇଁ ଥୁଆମୂଲ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ , ସରପଞ୍ଚ, ଜନପ୍ରତିନିଧି, ଙ୍କୁ ଯୋଗାଯୋଗ କରି ବ୍ଲକ ପରିସରରେ ଏକ ଜରୁରୀକାଳୀନ ବୈଠକ କରି ସମସ୍ତଙ୍କୁ ନିଜ ନିଜ କର୍ମ କ୍ଷେତ୍ରରେ ସଜାଗ ରହିବାକୁ କହିଥିଲେ ,। ଆଗାମୀ ବାତ୍ୟାରେ ଯେପରି କାହାର ଅସୁବିଧା ନ ହୁଏ ଓ ଯଦି କିଛି ଅଘଟଣ ଘଟିବା ପୂର୍ବରୁ ତାହାର ସୁରକ୍ଷା ଯେମିତି ହୋଇପାରିବ ସେ ଦିଗରେ ବୁଝାଇଥିଲେ।

 ରବି ନାରାୟଣ ସିଂହ ମସିହା ନ୍ୟୁଜ 

Related posts

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

masiha

ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

masiha

Leave a Comment

error: Content is protected !!