ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

ଥୁଆମୂଲ ରାମପୁର:- ୨୭/୧୦ — ଆଗକୁ ଆସୁଛି ବାତ୍ୟା “ମୋନ୍ଥା ” ପାଇଁ ଥୁଆମୂଲ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ , ସରପଞ୍ଚ, ଜନପ୍ରତିନିଧି, ଙ୍କୁ ଯୋଗାଯୋଗ କରି ବ୍ଲକ ପରିସରରେ ଏକ ଜରୁରୀକାଳୀନ ବୈଠକ କରି ସମସ୍ତଙ୍କୁ ନିଜ ନିଜ କର୍ମ କ୍ଷେତ୍ରରେ ସଜାଗ ରହିବାକୁ କହିଥିଲେ ,। ଆଗାମୀ ବାତ୍ୟାରେ ଯେପରି କାହାର ଅସୁବିଧା ନ ହୁଏ ଓ ଯଦି କିଛି ଅଘଟଣ ଘଟିବା ପୂର୍ବରୁ ତାହାର ସୁରକ୍ଷା ଯେମିତି ହୋଇପାରିବ ସେ ଦିଗରେ ବୁଝାଇଥିଲେ।

 ରବି ନାରାୟଣ ସିଂହ ମସିହା ନ୍ୟୁଜ 

Related posts

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Leave a Comment

error: Content is protected !!